ଚାଲିଛି ନୀତି ଆୟୋଗ ବୈଠକ, ଉପସ୍ଥିତ ଅଛନ୍ତି ନବୀନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିଛି ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ଅଛନ୍ତି। ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗେରିଆ ଦେଶର ଦ୍ରୁତ ବିକାଶ ନେଇ ରୋଡ୍‌ମ୍ୟାପ୍‌ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି। ଏଥିରେ ଆଗାମୀ ୧୫ ବର୍ଷ ପାଇଁ ଭିଜନ୍‌ ଡକ୍ୟୁମେଣ୍ଟ, ସାତବର୍ଷ ପାଇଁ ଷ୍ଟ୍ରାଟେଜି ଡକ୍ୟୁମେଣ୍ଟ ଏବଂ […]

navin

navin

Rakesh Mallick
  • Published: Sunday, 23 April 2017
  • Updated: 24 April 2017, 07:07 AM IST

Sports

Latest News

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିଛି ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ଅଛନ୍ତି।

ବୈଠକରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗେରିଆ ଦେଶର ଦ୍ରୁତ ବିକାଶ ନେଇ ରୋଡ୍‌ମ୍ୟାପ୍‌ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି। ଏଥିରେ ଆଗାମୀ ୧୫ ବର୍ଷ ପାଇଁ ଭିଜନ୍‌ ଡକ୍ୟୁମେଣ୍ଟ, ସାତବର୍ଷ ପାଇଁ ଷ୍ଟ୍ରାଟେଜି ଡକ୍ୟୁମେଣ୍ଟ ଏବଂ ତିନିବର୍ଷ ପାଇଁ ଆକ୍ସନ ପ୍ଲାନ ଉପସ୍ଥାପନା କରାଯିବ। ବୈଠକରେ ଜିଏସଟି ବିଲ ସଂପର୍କରେ ମଧ୍ୟ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story