ନିୟମଗିରି ଏନ୍‌କାଉଣ୍ଟର: ମୃତକ ମାଓବାଦୀ ନୁହନ୍ତି ବୋଲି ସଂପର୍କୀୟଙ୍କ ଦାବି

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିରେ ହୋଇଥିବା ଏନ୍‌କାଉଣ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏଥିରେ ମୃତ ମୋଦ କାଡ୍ରାକା  ମାଓବାଦୀ ନୁହନ୍ତି ବରଂ ସେ ଜଣେ ଡଙ୍ଗରିଆ କନ୍ଧ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବରକାଗଜରେ ମୋଦଙ୍କ ଫଟୋ ଦେଖି ତାଙ୍କ ମୃତ୍ୟୁ ସଂପର୍କରେ  ସୂଚନା ପାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ମୃତ ପରିବାର ଲୋକଙ୍କୁ  ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ, ମୃତଦେହ ହସ୍ତାନ୍ତର ଏବଂ ଏନ୍‌କାଉଣ୍ଟରରେ ସାମିଲ୍ ଥିବା […]

rayagada

rayagada

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 12:11 PM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିରେ ହୋଇଥିବା ଏନ୍‌କାଉଣ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏଥିରେ ମୃତ ମୋଦ କାଡ୍ରାକା  ମାଓବାଦୀ ନୁହନ୍ତି ବରଂ ସେ ଜଣେ ଡଙ୍ଗରିଆ କନ୍ଧ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବରକାଗଜରେ ମୋଦଙ୍କ ଫଟୋ ଦେଖି ତାଙ୍କ ମୃତ୍ୟୁ ସଂପର୍କରେ  ସୂଚନା ପାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ମୃତ ପରିବାର ଲୋକଙ୍କୁ  ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ, ମୃତଦେହ ହସ୍ତାନ୍ତର ଏବଂ ଏନ୍‌କାଉଣ୍ଟରରେ ସାମିଲ୍ ଥିବା ସୁରକ୍ଷାକର୍ମଚାରୀଙ୍କ  ନିଲମ୍ୱନ ଓ ଗିରଫଦାରି ଦାବି କରିଛି ନିୟମଗିରି ସୁରକ୍ଷା ମଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story