ନିୟମଗିରିକୁ ଆରମ୍ଭ ହେଲା ବସ୍ ସେବା

ରାୟଗଡା: ପ୍ରଥମ ଥର ପାଇଁ ରାୟଗଡ଼ାର ଦୁର୍ଗମ ନିୟମଗିରି ଅଞ୍ଚଳରେ ବସ୍ ଚଳାଚଳ ଆରମ୍ଭ ହୋଇଛି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ସ୍ଥାନୀୟ ଡଙ୍ଗରିଆ କନ୍ଧମାନେ ହାତ ପାଆନ୍ତାରେ ପାଇଛନ୍ତି ବସ୍ ସେବା। ସେହିପରି ପାରସାଲି ପରେ ଘାଟି ଉପର ଥିବା ସାନ ଡେଙ୍ଗନେଲି ବାସିନ୍ଦା ପ୍ରଥମ ଥର ପାଇଁ ଦେଖିଛନ୍ତି ବିଜୁଳି ଆଲୁଅ। ବଣପାହାଡ଼ ଘେରା ନିୟମଗିରି ଅଞ୍ଚଳ। ବେଦାନ୍ତର ଖଣି ଖନନକୁ ବିରୋଧ କରି ଦିନେ ଚର୍ଚ୍ଚାକୁ ଆସିଥିବା ଡଙ୍ଗରିଆଙ୍କ କନ୍ଧଙ୍କ ଏହି ଇଲାକା […]

niyamagiri

niyamagiri

Rakesh Mallick
  • Published: Friday, 25 December 2015
  • Updated: 25 December 2015, 04:06 PM IST

Sports

Latest News

ରାୟଗଡା: ପ୍ରଥମ ଥର ପାଇଁ ରାୟଗଡ଼ାର ଦୁର୍ଗମ ନିୟମଗିରି ଅଞ୍ଚଳରେ ବସ୍ ଚଳାଚଳ ଆରମ୍ଭ ହୋଇଛି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ସ୍ଥାନୀୟ ଡଙ୍ଗରିଆ କନ୍ଧମାନେ ହାତ ପାଆନ୍ତାରେ ପାଇଛନ୍ତି ବସ୍ ସେବା। ସେହିପରି ପାରସାଲି ପରେ ଘାଟି ଉପର ଥିବା ସାନ ଡେଙ୍ଗନେଲି ବାସିନ୍ଦା ପ୍ରଥମ ଥର ପାଇଁ ଦେଖିଛନ୍ତି ବିଜୁଳି ଆଲୁଅ।

ବଣପାହାଡ଼ ଘେରା ନିୟମଗିରି ଅଞ୍ଚଳ। ବେଦାନ୍ତର ଖଣି ଖନନକୁ ବିରୋଧ କରି ଦିନେ ଚର୍ଚ୍ଚାକୁ ଆସିଥିବା ଡଙ୍ଗରିଆଙ୍କ କନ୍ଧଙ୍କ ଏହି ଇଲାକା ଏବେ ଭିନ୍ନ ଏକ କାରଣ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଛି। ସ୍ୱାଧୀନତାର ୬୮ ବର୍ଷ ପରେ ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚିଛି ବସ୍ ସେବା। ଆଜି ବସ୍ ସେବା ଉଦଘାଟନ ବେଳେ ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ। ପ୍ରଥମ ବସରେ ଉଭୟ ଅଧିକାରୀ କିଛି ବାଟ ଯାତ୍ରା ବି କରିଥିଲେ। ପ୍ରତିଦିନ ଦୁଇଥର ଲେଖାଏଁ ଦୁଇଟି ବସ୍ ପାରସାଲିଠାରୁ କଲ୍ୟାଣସିଂହପୁର ହୋଇ ରାୟଗଡ଼ା ପର୍ଯ୍ୟନ୍ତ ଯିବା ଆସିବା କରିବ।

ବସ୍ ସେବା ସହ ସ୍ଥାନୀୟ ଲୋକଙ୍କ ଖୁସିକୁ ଦ୍ୱିଗୁଣିତ କରିଚି ଏହି ଦୁର୍ଗମ ଅଞ୍ଚଳରେ ବିଜୁଳି ସେବା ଆରମ୍ଭ। ଗତ ସ୍ୱାଧୀନତା ଦିବସରେ ପ୍ରଥମ କରି ପାରସାଲି ପଞ୍ଚାୟତକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ଗୁରୁବାର ଏଠାରୁ ୫ କିଲୋମିଟର ଦୂର ଘାଟି ଉପରେ ଥିବା ସାନ ଡେଙ୍ଗନେଲି ଗାଁରେ ବିଦ୍ୟୁତ୍ ସେବା ପହଞ୍ଚିଛି ବୋଲି ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି।

ଗତ ମାସରେ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟଇଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସର ପ୍ରୋଜେକ୍ଟ ଡାଇରେକ୍ଟର କେ. ଗୋପାଳନ ଆୟାର ନିୟମଗିରି ଆସି ଏଠାକାର ସାମାଜିକ, ଆର୍ଥିକ ଓ ଭୌଗଳିକ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏବେ ବିଦ୍ୟୁତ୍ ଓ ବସ୍ ସେବା ପହଞ୍ଚିବା ପରେ ଡଙ୍ଗରିଆ କନ୍ଧମାନେ ବିକାଶର ଧାରାରେ ଯୋଡ଼ି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story