ସରକାରୀ ଗାଡ଼ି ଅନ୍‌ଫିଟ୍‌, ମୁହଁ ଖୋଲୁନାହାନ୍ତି ଅଧିକାରୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଡିସେମ୍ବର ୧ରୁ କଡାକଡି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ୍‌ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭିତ ସାଧାରଣ ଲୋକେ। କିନ୍ତୁ ଖୋଦ୍‌ ସରକାରୀ ଅଫିସ ଗୁଡ଼ିକରେ, ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ନିୟମ ଉଲ୍ଲଘଂନ କରୁଥିବାର ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ସୂଚନା ଅଧିକାରୀ ଆଇନ୍‌ ଓ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ୱେବ୍‌ସାଇଟରୁ ଏହା […]

bolangir

bolangir

Manoranjan Sial
  • Published: Monday, 25 November 2019
  • Updated: 25 November 2019, 07:13 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଡିସେମ୍ବର ୧ରୁ କଡାକଡି ହେବ ଟ୍ରାଫିକ ନିୟମ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଗାଡ଼ିର କାଗଜପତ୍ର ନଥିଲେ, ଫାଇନ୍‌ ଆଦାୟ କରାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭୟଭିତ ସାଧାରଣ ଲୋକେ। କିନ୍ତୁ ଖୋଦ୍‌ ସରକାରୀ ଅଫିସ ଗୁଡ଼ିକରେ, ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ନିୟମ ଉଲ୍ଲଘଂନ କରୁଥିବାର ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ସୂଚନା ଅଧିକାରୀ ଆଇନ୍‌ ଓ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ୱେବ୍‌ସାଇଟରୁ ଏହା ଜଣାପଡୁଛି।

ଗାଡ଼ି ନମ୍ବର OD-03-E 0914। ଇଏ ହେଉଛି ବଲାଙ୍ଗିର ଲୋୟର୍‌ ସୁକତେଲ୍‌ ପ୍ରକଳ୍ପର ଭୂମି ଅଧିଗ୍ରହଣ ଅଧିକାରୀଙ୍କ ବୋଲେରୋ। ଏହି ଗାଡିର ଫିଟନେସ୍‌ ୨୦୧୭ ଅକ୍ଟୋବରରୁ ସରିଯାଇଛି। ସେହି କାର୍ଯ୍ୟଳୟର OD-03-G-5449 ନମ୍ବର ବୋଲେରୋ ଗାଡିର ମଧ୍ୟ ଗତ ଜାନୁୟାରୀ ୩୦ ତାରିଖରୁ ଫିଟ୍‌ନେସ୍‌ ସାର୍ଟିଫିକେଟ ନାହିଁ।

ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ ଗାଡ଼ି ନମ୍ବର OR-03-A-1969। ଏହି ଗାଡ଼ିର ଫିଟ୍‌ନେସ୍‌ ଭେଲିଡିଟି ୨୦୧୪ ଫେବ୍ରୁଆରୀ ୨୨ ତାରିଖରୁ ସରିଯାଇଛି। ଭେଟେନାରୀ ଅଫିସରଙ୍କ OD-03-F-7431 ନମ୍ବର ଥିବା ବୋଲେରୋ ଗାଡ଼ିର ଫିଟ୍‌ନେସ୍‌ ଭାଲିଡିଟି ୨୦୧୮ ଜୁଲାଇ ୩୧ ତାରିଖରୁ ସରିଯାଇଛି। ସେହିପରି କେନ୍ଦୁପତ୍ର ବିଭାଗ ଗାଡ଼ି ନମ୍ବର OR-03-D-1054। ଏହି କମାଣ୍ଡର ଗାଡିର ଫିଟନେସ୍‌ ୨୦୦୮ ଜିଲାଇ ୧୪ ତାରିଖରୁ ସରିଯାଇଛି। ଜଙ୍ଗଲ ବିଭାଗର ଡିଏଫ୍‌ଓଙ୍କ ନାଁରେ ଥିବା ଗାଡ଼ି ନମ୍ବର OR-03-H-3774 ଓ OR-03-H3775ର ଫିଟନେସ୍‌ ସାର୍ଟିଫିକେଟ ଅବଧି ୨୦୧୩ ନଭେମ୍ୱର ୭ ତାରିଖରୁ ସରିଯାଇଛି। ଅଧିକାଂଶ କାର୍ଯ୍ୟାଳୟର ଅଧିକାରୀ ଏ ସଂର୍ପକରେ ମୁହଁ ଖୋଲୁନଥିବା ବେଳେ କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗ ଡିଏଫ୍‌ଓ ଗାଡ଼ିର ଫିଟନେସ୍‌ ନଥିବା କଥାକୁ ସ୍ୱୀକାର କରିଛନ୍ତି।

ସରକାରୀ ବାବୁମାନେ ନିୟମକୁ କେତେ ମାନୁଛନ୍ତି, ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶମ୍ଭୁ ଶତପଥୀ ଆରଟିଆଇରେ ଜିଲ୍ଲା ପରିବହନ ବିଭାଗକୁ ତଥ୍ୟ ମାଗିଥିଲେ। ଗାଡ଼ିର ଫିଟ୍‌ନେସ୍‌, ବୀମା, ପଲ୍ୟୁସନ୍‌ ସଂର୍ପକରେ ସବିଶେଷ ତଥ୍ୟ ମାଗିଥିଲେ ମଧ୍ୟ କେବଳ ବୀମା ଓ ଫିଟ୍‌ନେସ୍‌ ସଂର୍ପକରେ ତଥ୍ୟ ମିଳିଥିଲା। ସେପଟେ ପୁଲିସର ବିଭାଗର କୌଣସି ଗାଡ଼ି ସଂର୍ପକରେ ଆର୍‌ଟିଆଇରେ ତଥ୍ୟ ଦିଆଯାଇନଥିବା ସୂଚନା ଅଧିକାରୀ କର୍ମୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story