‘ବିମୁଦ୍ରାକରଣର ପ୍ରଭାବ ଚାଷୀଙ୍କ ଉପରେ ପଡିଛି’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣର ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଚାଷୀଙ୍କ ଖାତାକୁ ଅର୍ଥ ପଠାଯାଉଥିଲେ ମଧ୍ୟ ସେମାନେ ଉଠାଇ ପାରୁନାହାନ୍ତି ବୋଲି ଆଜି ବସିଥିବା ଧାନ ସଂଗ୍ରହ ସମୀକ୍ଷା ବୈଠକ ପରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେ କହିଛନ୍ତି,“ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ୯ଟି ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିରେ ୨୫୫ଟି ପ୍ୟାକ୍ସକୁ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୮ ହଜାର ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି। […]

SANJAY-DAS-BURMA-640x480

SANJAY-DAS-BURMA-640x480

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 10:41 PM IST

Sports

Latest News

sanjayଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣର ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଚାଷୀଙ୍କ ଖାତାକୁ ଅର୍ଥ ପଠାଯାଉଥିଲେ ମଧ୍ୟ ସେମାନେ ଉଠାଇ ପାରୁନାହାନ୍ତି ବୋଲି ଆଜି ବସିଥିବା ଧାନ ସଂଗ୍ରହ ସମୀକ୍ଷା ବୈଠକ ପରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

ସେ କହିଛନ୍ତି,“ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ୯ଟି ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିରେ ୨୫୫ଟି ପ୍ୟାକ୍ସକୁ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୮ ହଜାର ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି। ଯାହାର ମୂଲ୍ୟ ୫୨୫ କୋଟି ଟଙ୍କା। ଚାଷୀଙ୍କୁ ୪୦୯ କୋଟି ଟଙ୍କା ଅନ୍‌ଲାଇନ୍‌ରେ ପୈଠ କରାଯାଇଛି। ବଳକା ଅର୍ଥ ଖୁବ୍‌ଶୀଘ୍ର ଚାଷୀଙ୍କ ଖାତାକୁ ପଠାଇ ଦିଆଯିବ।”

ବରଗଡ଼ରେ ୩୫୦୦୦ ଚାଷୀଙ୍କଠାରୁ ୨ଲକ୍ଷ ୪୬ ମେଟ୍ରିକ୍‌ ଟନ୍‌ ଧାନ କିଣାଯାଇଥିବା ବେଳେ ବଲାଙ୍ଗିରରେ ୧୫୦୦ ଚାଷୀଠାଙ୍କୁ ୫୫୦୦ ମେଟ୍ରିକ୍‌ ଟନ୍‌, ବୌଦ୍ଧରେ ୨୦ ଜଣ ଚାଷୀଙ୍କଠାରୁ ୫୦ ମେଟ୍ରିକ୍‌ ଟନ୍‌, କଳାହାଣ୍ଡିରେ ୨୧୦୦ ଚାଷୀଙ୍କଠାରୁ ୯୦୦୦ ମେଟ୍ରିକ୍‌ ଟନ୍‌, କୋରାପୁଟରେ ୨୧୦୦ ଚାଷୀଙ୍କଠାରୁ ୧୦,୬୦୦ ମେଟ୍ରିକ୍‌ ଟନ୍‌, ମାଲକାନଗିରିରୁ ୧୭୦୦ ଚାଷୀଙ୍କଠାରୁ ୮୫୦୦ ମେଟ୍ରିକ୍‌ ଟନ୍‌, ନୂଆପଡ଼ାରେ ୨୮୦୦ ଚାଷୀଙ୍କଠାରୁ ୧୧,୨୦୦ ମେଟ୍ରିକ୍‌ ଟନ୍‌, ସମ୍ୱଲପୁରରେ ୬୬୦୦ ଚାଷୀଙ୍କଠାରୁ ୬୨,୬୦୦ ମେଟ୍ରିକ୍‌ ଟନ୍‌ ଓ ସୁବର୍ଣ୍ଣପୁରରେ ୮୦୦ ଚାଷୀଙ୍କଠାରୁ ୩୮୦୦ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story