ଶାରୀରିକ ଶିକ୍ଷା କଲେଜ ସ୍ଥାନାନ୍ତର: କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଲୋକାୟୁକ୍ତ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬୦ବର୍ଷର ସରକାରୀ ଶାରୀରିକ ଶିକ୍ଷା କଲେଜକୁ ମନମୁଖୀ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ସ୍ଥାନାନ୍ତର କରିବା ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ମହଙ୍ଗା ପଡ଼ିଛି । ଓଡ଼ିଶା ଲୋକାୟୁକ୍ତ ଆଜି ଏହି ମାମଲାରେ କ୍ରୀଡ଼ା ସଚି ଶ୍ରୀ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଆର୍. ଭିନିଲ କ୍ରିଷ୍ଣାଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୨୪ତାରିଖ ପାଇର୍ ଧାର୍ଯ୍ୟ ହୋଇଛି। ସୂଚନା ଅନୁସାରେ, ଓଡ଼ିଶା ଅଭିଭାବକ ମହାସଂଘର […]

v-12

v-12

Tapas Behera
  • Published: Monday, 09 December 2019
  • Updated: 09 December 2019, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬୦ବର୍ଷର ସରକାରୀ ଶାରୀରିକ ଶିକ୍ଷା କଲେଜକୁ ମନମୁଖୀ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ସ୍ଥାନାନ୍ତର କରିବା ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ମହଙ୍ଗା ପଡ଼ିଛି । ଓଡ଼ିଶା ଲୋକାୟୁକ୍ତ ଆଜି ଏହି ମାମଲାରେ କ୍ରୀଡ଼ା ସଚି ଶ୍ରୀ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଆର୍. ଭିନିଲ କ୍ରିଷ୍ଣାଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୨୪ତାରିଖ ପାଇର୍ ଧାର୍ଯ୍ୟ ହୋଇଛି।
ସୂଚନା ଅନୁସାରେ, ଓଡ଼ିଶା ଅଭିଭାବକ ମହାସଂଘର ଆବେଦନ ଆଧାରରେ ଓଡ଼ିଶା ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି। ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ଓଡ଼ିଶା ଅଭିଭାବକ ମହାସଂଘ ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ କହିଛନ୍ତି ଯେ, ୧୯୫୭ ମସିହାରେ ଏହି ସରକାରୀ ଶାରୀରିକ ଶିକ୍ଷା କଲେଜ ସ୍ଥାପନ ହୋଇଥିଲା। ପ୍ରଥମେ ଏହା ବାରବାଟୀ ଷ୍ଟାଡ଼ିୟମ ପରିସରରେ ଥିଲା ଓ ପରେ ଏହା ୧୯୯୪ ମସିହାରେ କଳିଙ୍ଗ ଷ୍ଟାଡ଼ିୟମକୁ ସ୍ଥାନାନ୍ତର ହୋଇଥିଲା। ଏହି କଲେଜରେ ବିଭିନ୍ନ କ୍ରୀଡ଼ାରେ ଉକ୍ରର୍ଷତା ଲାଭ କରିଥିବା ପିଇଟି ଶିକ୍ଷକମାନେ ଶିକ୍ଷାଗ୍ରହଣ କରିଥାନ୍ତି। ଏହି କଲେଜ ପାଇଁ ଷ୍ଟାଡ଼ିୟମ ପରିସରରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ଏକ ବହୁତଳ ବିଶିଷ୍ଟ କୋଠା ମଧ୍ୟ ନିର୍ମାଣ ହୋଇଛି। ଏହି ସରକାରୀ ଶାରୀରିକ ଶିକ୍ଷା କଲେଜର ମଧ୍ୟ ଜାତୀୟସ୍ତରରେ ସୁନାମ ରହିଛି।

କିନ୍ତୁ କ୍ରୀଡ଼ା ସଚିବ ବିଶାଳ ଦେବ ଗତ ୨ବର୍ଷ ହେବ ଅର୍ଥାତ୍ ୨୦୧୭-୧୮ରୁ ଅପ୍ରତ୍ୟାଶିତ ଭାବେ ଏହି କଲେଜକୁ ସ୍ଥାନାନ୍ତର କରିବା ସହି ବନ୍ଦ ନିମନ୍ତେ ଚକ୍ରାନ୍ତ କରୁଛନ୍ତି। ପ୍ରଥମେ ଏହି କଲେଜକୁ ବିନା କୌଣସି ରାଜିନାମାରେ ପାହାଳ ନିକଟସ୍ଥ ଆପେକ୍ସ ଇନଷ୍ଟିଚ୍ୟୁଟକୁ ସ୍ଥାନାନ୍ତର କଲେ। ସେଠାରେ ଏହି କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପଡ଼ିଆ ନଥିବାରୁ ସେଠାରୁ ପୁଣିଥରେ ଖଣ୍ଡଗିରି ନିକଟସ୍ଥ ଏନଏମ୍ ଇନଷ୍ଟିଚ୍ୟୁଟକୁ ସ୍ଥାନାନ୍ତର କରିଛନ୍ତି। ଏହି ସ୍ଥାନାନ୍ତର ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏନଏମ ଇଷ୍ଟିଚ୍ୟୁଟକୁ ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ମାତ୍ର ଏସବୁ ଘରୋଇ ସଂସ୍ଥା ସହ କୌଣସି ଚୁକ୍ତିନାମା କରାଯାଇନି। ଏନସିଟିଇ ନିୟମ ଅନୁସାରେ ଯଦି କୌଣସି ସରକାରୀ ଶାରୀରିକ ଶିକ୍ଷା କଲେଜର ନିଜସ୍ୱ କୋଠା ନଥିବ ତା’ହେଲେ ସମ୍ପୃକ୍ତ କଲେଜକୁ ଆଉ ସ୍ୱୀକୃତି ମିଳିବ ନାହିଁ। ତେଣୁ କ୍ରୀଡ଼ା ସଚିବଙ୍କ ଏଭଳି ମନମୁଖୀ କାରବାର ଯୋଗୁ ଆସନ୍ତାବର୍ଷଠୁ ଏହି କଲେଜର ସ୍ୱୀକୃତି ପ୍ରତ୍ୟାହାର ହୋଇଯିବାର ଆଶଙ୍କା ଦେଖାଦେଇଛି। କଲେଜ ପାଇଁ ଯେଉଁ କୋଠା ଷ୍ଟାଡ଼ିୟମ ପରିସରରେ ରହିଛି ତାହା ଏବେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ମନୋରଞ୍ଜନ ନିମନ୍ତେ ଉପଯୋଗ ହେଉଛି।

ତେଣୁ ସରକାରୀ ଶାରୀରିକ ଶିକ୍ଷା କଲେଜକୁ ବନ୍ଦ ପାଇଁ କ୍ରୀଡ଼ା ସଚିବ ଶ୍ରୀ ଦେବ ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହା ବିରୁଦ୍ଧରେ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ଓଡ଼ିଶା ଅଭିଭାବକ ମହାସଂଘ ହୋଇଥିଲା। ଉଭୟ ଆଇଏଏସ ଅଫିସରଙ୍କୁ ମଧ୍ୟ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ହକି ପ୍ରତିଯୋଗିତା ନାଁରେ କେବଳ ରାଜକୋଷକୁ ଲୁଟିବା ପାଇଁ ଉଦ୍ୟମ ହେଉଛି ନଚେତ୍ ଅନ୍ୟ କିଛି ନୁହେଁ । ବିଭିନ୍ନ କ୍ରୀଡ଼ାର ଶିକ୍ଷା ନିମନ୍ତେ ପାଇଁ ଉଦ୍ଦିଷ୍ଟ ଶାରୀରିକ ଶିକ୍ଷା କଲେଜକୁ ବନ୍ଦ କରୁଥିବାବେଳେ ମ୍ୟାଚ୍ ଆୟୋଜନ କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story