ବିଲୁ ଦେହରେ ବୁଲେଟ୍‌

ଅନୁଗୋଳ (ବିରାଜ ଦାସ): ଅନୁଗୋଳ ଜିଲ୍ଲା ଡେରଜେଙ୍ଗ ପ୍ରୋଜେକ୍ଟ ନିକଟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ୍ ଆହତ ହୋଇଛି। ବିଲୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବିଲୁ ନାଁରେ ଅନୁଗୋଳ, ବଅଁରପାଳ ଓ ନାଲ୍‌କୋ ଥାନାରେ ବହୁ ମାମଲା ରହିଛି। ରାହାଜାନୀ, ଲୁଟ୍ ଓ ଡକାୟତି ଭଳି ମାମଲା ତା’ ନାଁରେ ରହିଛି। […]

anugul

anugul

Jitendra Garnayak
  • Published: Monday, 19 November 2018
  • Updated: 19 November 2018, 10:06 AM IST

Sports

Latest News

ଅନୁଗୋଳ (ବିରାଜ ଦାସ): ଅନୁଗୋଳ ଜିଲ୍ଲା ଡେରଜେଙ୍ଗ ପ୍ରୋଜେକ୍ଟ ନିକଟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ୍ ଆହତ ହୋଇଛି।

ବିଲୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ବିଲୁ ନାଁରେ ଅନୁଗୋଳ, ବଅଁରପାଳ ଓ ନାଲ୍‌କୋ ଥାନାରେ ବହୁ ମାମଲା ରହିଛି। ରାହାଜାନୀ, ଲୁଟ୍ ଓ ଡକାୟତି ଭଳି ମାମଲା ତା’ ନାଁରେ ରହିଛି।

ଶରଧାପୁର ପେଟ୍ରୋଲ୍‌ ପମ୍ପ ଲୁଟ୍‌ ଓ ବଳରାମପ୍ରସାଦ ଲୁଟ୍‌ ଘଟଣାରେ ବିଲୁ ସମ୍ପୃକ୍ତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story