ପୃଥ୍ୱୀ-୨ ମିସାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ କରାଯାଇପାରୁ ଥିବା ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ପ୍ୟାଡ୍‌ରୁ ସନ୍ଧ୍ୟା ସାଢ଼େ ୭ଟାରେ ପରୀକ୍ଷଣ କରାଯାଇଥିଲା। ଭାରତୀୟ ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନେ ଏହାକୁ ପରୀକ୍ଷା କରିଥିଲେ। ପୃଥ୍ୱୀ-୨ ମିସାଇଲ୍‌ର ବ୍ୟାସ ୮.୫୬ ମିଟର ଲମ୍ୱ, […]

Nuclear-Capable-Prithvi-2-Missile-Successfully-Testfired

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 09:43 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ କରାଯାଇପାରୁ ଥିବା ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ପ୍ୟାଡ୍‌ରୁ ସନ୍ଧ୍ୟା ସାଢ଼େ ୭ଟାରେ ପରୀକ୍ଷଣ କରାଯାଇଥିଲା। ଭାରତୀୟ ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନେ ଏହାକୁ ପରୀକ୍ଷା କରିଥିଲେ।

ପୃଥ୍ୱୀ-୨ ମିସାଇଲ୍‌ର ବ୍ୟାସ ୮.୫୬ ମିଟର ଲମ୍ୱ, ୧.୧୦ ମିଟର ହୋଇଥିବା ବେଳେ ଓଜନ ୪୦୦୦ରୁ ୪୬୦୦ କେଜି
ରହିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୩୫୦ କିଲୋମିଟର ରହିଛି। ପ୍ରାୟ ୫୦୦ରୁ ୧୦୦୦ କେଜି
ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।

ଏହି ମିସାଇଲକୁ ୧୯୯୬ ମସିହାରେ ପ୍ରଥମେ ପରୀକ୍ଷା କରାଯାଇଥିଲା। ସେତେବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ଥିଲା ୨୫୦ କିଲୋମିଟର। ଏହାକୁ ଭାରତୀୟ ବାୟୁସେନାରେ ୧୯୯୯ ମସିହାରେ ସାମିଲ୍‌ କରାଯାଇଥିଲା। ୨୦୦୨ ମସିହାରୁ ଭାରତୀୟ ସ୍ଥଳସେନା ଏହି କ୍ଷେପଣାସ୍ତ୍ରକୁ ବାୟୁସେନାର ସହାୟତାରେ ବ୍ୟବହାର କରିଆସୁଛି। ତେବେ ଏହି କ୍ଷେପଣାସ୍ତ୍ରରେ ନୂତନ ଜ୍ଞାନ କୌଶଳର ବ୍ୟବହାର କରାଯାଇ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୩୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତବର୍ଷ ଜୁନ୍‌ ୨୭ ତାରିଖରେ ଏହାକୁ ଚତୁର୍ଥ ପରୀକ୍ଷଣ ରାତିରେ କରାଯାଇଥିଲା। ସେତେବେଳେ ଏହାର ପରୀକ୍ଷା ସଫଳ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story