ହିମେଶ୍‌ଙ୍କ ଟିମ୍‌ରେ ଓଡିଆ ପୁଅ ରାଜୀବ୍

ଓଡିଶାରେ ଦକ୍ଷତାର ଅଭାବ ନାହିଁ। ଏହାକୁ ପ୍ରମାଣ କରିଛନ୍ତି ଭୁବନେଶ୍ୱରର ରାଜୀବ୍ ଲୋଚନ ଦାସ। ବୟସ ୧୩। ପୋଖରିପୁଟ୍ ଡିଏଭିରେ ପଢୁଥିବା ରାଜିବ୍ ଏବେ ବଲିଉଡ୍‌ର ନାମୀ ଦାମୀ ସିଙ୍ଗରଙ୍କୁ ନିଜ ସ୍ୱରର ଯାଦୁରେ କିମିଆଁ କରୁଛନ୍ତି।  ଆଣ୍ଡ ଟିଭିରେ ପ୍ରସାରିତ ‘ଭଏସ୍ ଇଣ୍ଡିଆ କିଡ୍‌ସ୍ ସିଜନ୍-୨’ରେ ସେ ଯୋଗଦେଇ ସାଜିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।ଶୋ’ର ଜଜ୍ ହିମେଶ୍,ପଲକ, ସାନ୍ ଓ ପପନ୍‌ଙ୍କର ସେ ଏବେ ପ୍ରିୟ ପ୍ରତିଯୋଗୀ। କାରଣ ‘ଫିରତା ରହୁଁ ଦରବଦର’ ଗୀତ ଗାଇ ସମସ୍ତଙ୍କୁ […]

Voice-Kids-Rajeev

Voice-Kids-Rajeev

Ordigital Desk
  • Published: Sunday, 03 December 2017
  • Updated: 03 December 2017, 02:08 PM IST

Sports

Latest News

ଓଡିଶାରେ ଦକ୍ଷତାର ଅଭାବ ନାହିଁ। ଏହାକୁ ପ୍ରମାଣ କରିଛନ୍ତି ଭୁବନେଶ୍ୱରର ରାଜୀବ୍ ଲୋଚନ ଦାସ। ବୟସ ୧୩। ପୋଖରିପୁଟ୍ ଡିଏଭିରେ ପଢୁଥିବା ରାଜିବ୍ ଏବେ ବଲିଉଡ୍‌ର ନାମୀ ଦାମୀ ସିଙ୍ଗରଙ୍କୁ ନିଜ ସ୍ୱରର ଯାଦୁରେ କିମିଆଁ କରୁଛନ୍ତି।  ଆଣ୍ଡ ଟିଭିରେ ପ୍ରସାରିତ ‘ଭଏସ୍ ଇଣ୍ଡିଆ କିଡ୍‌ସ୍ ସିଜନ୍-୨’ରେ ସେ ଯୋଗଦେଇ ସାଜିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।rajeevଶୋ’ର ଜଜ୍ ହିମେଶ୍,ପଲକ, ସାନ୍ ଓ ପପନ୍‌ଙ୍କର ସେ ଏବେ ପ୍ରିୟ ପ୍ରତିଯୋଗୀ। କାରଣ ‘ଫିରତା ରହୁଁ ଦରବଦର’ ଗୀତ ଗାଇ ସମସ୍ତଙ୍କୁ ଅଭିଭୂତ କରିଥିଲେ। ଏହି ଗୀତକୁ ସେ ଏତେ ସୁନ୍ଦର ଭାବରେ ପରିବେଶଣ କରିଥିଲେ ଯେ ସବୁ ଜଜ୍ ତାଙ୍କୁ ନିଜ ଟିମ୍‌ରେ ନେବାକୁ ଆଗେଇ ଆସିଥିଲେ। ଶେଷରେ ରାଜିବ୍ ସାମିଲ୍ ହୋଇଥିଲେ ନିଜର ପସନ୍ଦିତା କୋଚ୍ ହିମେସ୍ ରେସମିୟାଙ୍କ ଟିମ୍‌ରେ।

ରାଜୀବ ୬ବର୍ଷ ହେବ ଗୀତ ଶିଖୁଛନ୍ତି। ପରିବାରରେ ତାଙ୍କ ଜେଜେ ମା ଜଣେ ଗାୟିକା ଥିଲେ। ତାଙ୍କ ବିଶ୍ୱାସ ତାଙ୍କ ଜେଜେମାଙ୍କ କଳା ତାଙ୍କ ଭିତରେ ରହିଛି। ଭବିଷ୍ୟତରେ ଭଲ ପ୍ଳେ-ବ୍ୟାକ୍ ସିଙ୍ଗର ହେବାର ସ୍ୱପ୍ୱ ରଖିଛନ୍ତି ରାଜିବ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story