ଓଡିଶାରେ ଦକ୍ଷତାର ଅଭାବ ନାହିଁ। ଏହାକୁ ପ୍ରମାଣ କରିଛନ୍ତି ଭୁବନେଶ୍ୱରର ରାଜୀବ୍ ଲୋଚନ ଦାସ। ବୟସ ୧୩। ପୋଖରିପୁଟ୍ ଡିଏଭିରେ ପଢୁଥିବା ରାଜିବ୍ ଏବେ ବଲିଉଡ୍ର ନାମୀ ଦାମୀ ସିଙ୍ଗରଙ୍କୁ ନିଜ ସ୍ୱରର ଯାଦୁରେ କିମିଆଁ କରୁଛନ୍ତି। ଆଣ୍ଡ ଟିଭିରେ ପ୍ରସାରିତ ‘ଭଏସ୍ ଇଣ୍ଡିଆ କିଡ୍ସ୍ ସିଜନ୍-୨’ରେ ସେ ଯୋଗଦେଇ ସାଜିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।ଶୋ’ର ଜଜ୍ ହିମେଶ୍,ପଲକ, ସାନ୍ ଓ ପପନ୍ଙ୍କର ସେ ଏବେ ପ୍ରିୟ ପ୍ରତିଯୋଗୀ। କାରଣ ‘ଫିରତା ରହୁଁ ଦରବଦର’ ଗୀତ ଗାଇ ସମସ୍ତଙ୍କୁ ଅଭିଭୂତ କରିଥିଲେ। ଏହି ଗୀତକୁ ସେ ଏତେ ସୁନ୍ଦର ଭାବରେ ପରିବେଶଣ କରିଥିଲେ ଯେ ସବୁ ଜଜ୍ ତାଙ୍କୁ ନିଜ ଟିମ୍ରେ ନେବାକୁ ଆଗେଇ ଆସିଥିଲେ। ଶେଷରେ ରାଜିବ୍ ସାମିଲ୍ ହୋଇଥିଲେ ନିଜର ପସନ୍ଦିତା କୋଚ୍ ହିମେସ୍ ରେସମିୟାଙ୍କ ଟିମ୍ରେ।
ରାଜୀବ ୬ବର୍ଷ ହେବ ଗୀତ ଶିଖୁଛନ୍ତି। ପରିବାରରେ ତାଙ୍କ ଜେଜେ ମା ଜଣେ ଗାୟିକା ଥିଲେ। ତାଙ୍କ ବିଶ୍ୱାସ ତାଙ୍କ ଜେଜେମାଙ୍କ କଳା ତାଙ୍କ ଭିତରେ ରହିଛି। ଭବିଷ୍ୟତରେ ଭଲ ପ୍ଳେ-ବ୍ୟାକ୍ ସିଙ୍ଗର ହେବାର ସ୍ୱପ୍ୱ ରଖିଛନ୍ତି ରାଜିବ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।