ଆଜି ପରଦାକୁ ଆସିବ ‘ହାପି-ଲକି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପରଦାକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ମଲ୍ଟି ଷ୍ଟାରର ରୋମାଣ୍ଟିକ୍-ଆକ୍‌ସନ୍‌ ଫିଲ୍ମ ‘ହାପି ଲକି’। କଟକ ଜୟଶ୍ରୀ ହଲ୍‌ରେ ହେବ ଏହାର ପ୍ରିମିୟର ଶୋ’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଛନ୍ତି ସମ୍ବିତ ଓ ଏଲିନା। ସେହିଭଳି ଜ୍ୟୋତିଙ୍କ ସହ ଏଥିରେ ଡେବ୍ୟୁ କରୁଛନ୍ତି ନବାଗତା ସସ୍ମିତା। ଏହି ଫିଲ୍ମ ମାଧ୍ୟମରେ ପାଞ୍ଚ ବର୍ଷ ପରେ ଓଲିଉଡ୍‌କୁ କମ୍‌ବ୍ୟାକ କରିଛନ୍ତି ବବି ମିଶ୍ର। ଏହି ଫିଲ୍ମରେ ବବି ଖଳନାୟକ ଭୂମିକାରେ ଅବତୀର୍ଣ୍ଣ […]

happy-lucy

happy-lucy

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 11:07 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପରଦାକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ମଲ୍ଟି ଷ୍ଟାରର ରୋମାଣ୍ଟିକ୍-ଆକ୍‌ସନ୍‌ ଫିଲ୍ମ ‘ହାପି ଲକି’। କଟକ ଜୟଶ୍ରୀ ହଲ୍‌ରେ ହେବ ଏହାର ପ୍ରିମିୟର ଶୋ’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଛନ୍ତି ସମ୍ବିତ ଓ ଏଲିନା। ସେହିଭଳି ଜ୍ୟୋତିଙ୍କ ସହ ଏଥିରେ ଡେବ୍ୟୁ କରୁଛନ୍ତି ନବାଗତା ସସ୍ମିତା। ଏହି ଫିଲ୍ମ ମାଧ୍ୟମରେ ପାଞ୍ଚ ବର୍ଷ ପରେ ଓଲିଉଡ୍‌କୁ କମ୍‌ବ୍ୟାକ କରିଛନ୍ତି ବବି ମିଶ୍ର। ଏହି ଫିଲ୍ମରେ ବବି ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ‘ହାପି ଲକି’ରେ ଲଭ ଆଉ ରୋମାନ୍ସ ସାଙ୍ଗକୁ ଢେର ଆକ୍‌ସନ ବି ଦେଖିବାକୁ ମିଳିବ। ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲର୍ ଓ ଗୀତକୁ ଦର୍ଶକ ବେଶ ପସନ୍ଦ କରିଛି। ଏହି ଫିଲ୍ମରେ ଟାଇଟଲ୍ ଟ୍ରାକକୁ ମିଶାଇ ଫିଲ୍ମରେ ମୋଟ ୫ଟି ଗୀତ ରହିଛି। ତେବେ ‘ଓଷଦ ନେଇ ଆ ଜାନିଆ’ ଓ ‘ପ୍ରେମ ତୋର ବଦମାସ୍’ ଗୀତ ସଙ୍ଗୀତ ପ୍ରେମୀଙ୍କ ମନକୁ ଛୁଇଁ ପାରିଛି। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story