ସୁରତ ଫେରନ୍ତାଙ୍କୁ ଏସ୍‌କଟ କରି ଅଣାଗଲା !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍‌ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍‌ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍‌ର ୯ ଜଣ ଅଛନ୍ତି। ସୁରତରୁ ଫେରିବା ପରେ ସମସ୍ତଙ୍କୁ ବିଭିନ୍ନ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଉଛି। କାଳେ ବସ୍‌ରୁ କିଏ କେଉଁଠି ଖସିଯିବାର ଆଶଙ୍କା ରହିଛି […]

prabasi-1

prabasi-1

Tapas Behera
  • Published: Sunday, 03 May 2020
  • Updated: 03 May 2020, 04:42 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍‌ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍‌ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍‌ର ୯ ଜଣ ଅଛନ୍ତି। ସୁରତରୁ ଫେରିବା ପରେ ସମସ୍ତଙ୍କୁ ବିଭିନ୍ନ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଉଛି। କାଳେ ବସ୍‌ରୁ କିଏ କେଉଁଠି ଖସିଯିବାର ଆଶଙ୍କା ରହିଛି ତେଣୁ ସେମାନଙ୍କୁ ପୁଲିସର କଡ଼ା ସୁରକ୍ଷାବଳୟରେ ଅଣାଯାଇଥିଲା।

ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସୁରତରୁ ୨୩ ଜଣ ପ୍ରବାସୀ ଓଡ଼ିଆ ସମ୍ବଲପୁର କୁଚିଣ୍ଡାକୁ ଫେରିଛନ୍ତି। ସମସ୍ତଙ୍କୁ ଏବେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କୁଚିଣ୍ଡା ସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଛି।

୨୩ ଜଣଙ୍କ ମଧ୍ୟରୁ ବାମାନକିରା ବ୍ଲକ୍‌ର ୧୬ ଓ ଜମନକିରା ବ୍ଲକ୍‌ ୩ ଜଣ ଅଛନ୍ତି। ସୁରତ ଫେରନ୍ତାଙ୍କୁ ନିଜ ନିଜ ଗାଁକୁ ନେବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ସୂଚନା ଦିଆଯାଇଥିବା କୁଚିଣ୍ଡା ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story