ଓଡ଼ିଶା ବନ୍ଦ: ଚାରି ପାସେଞ୍ଜର ଟ୍ରେନ୍ ବାତିଲ

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପ୍ରତିବାଦରେ ଆଜି କଂଗ୍ରସର ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା। ଏହାର ପ୍ରଭାବ ଟ୍ରେନ୍ ଚଳାଚଳ ଉପରେ ପଡିଛି। ରାଜ୍ୟର କିଛି ରୁଟରେ ଟ୍ରେନ୍ ବାତିଲ କରି ଦିଆଯାଇଛି। ପାରାଦ୍ୱୀପ-କଟକ ପାସେଞ୍ଜର, ଅନୁଗୋଳ-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ ପାସେଞ୍ଜର ଟ୍ରେନକୁ ପୂର୍ବତଟ ରେଳବାଇ ପକ୍ଷରୁ ବାତିଲ କରାଯାଇଛି। ସେହିପରି ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଖୋର୍ଦ୍ଧାରୁ ଫେରିବ। ଭୁବନେଶ୍ୱର-ଛତ୍ରପୁର ପାସେଞ୍ଜର ବାଲୁଗାଁରୁ ଫେରିବ। ସମ୍ୱଲପୁରୀ-ପୁରୀ ଇଣ୍ଟରସିଟି ପୁରୀ ନ ଯାଇ ଖୋର୍ଦ୍ଧାରୁ […]

train

train

Rakesh Mallick
  • Published: Friday, 26 June 2015
  • Updated: 26 June 2015, 10:05 AM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ପ୍ରତିବାଦରେ ଆଜି କଂଗ୍ରସର ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା। ଏହାର ପ୍ରଭାବ ଟ୍ରେନ୍ ଚଳାଚଳ ଉପରେ ପଡିଛି। ରାଜ୍ୟର କିଛି ରୁଟରେ ଟ୍ରେନ୍ ବାତିଲ କରି ଦିଆଯାଇଛି। ପାରାଦ୍ୱୀପ-କଟକ ପାସେଞ୍ଜର, ଅନୁଗୋଳ-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ ପାସେଞ୍ଜର ଟ୍ରେନକୁ ପୂର୍ବତଟ ରେଳବାଇ ପକ୍ଷରୁ ବାତିଲ କରାଯାଇଛି।

ସେହିପରି ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍ ଖୋର୍ଦ୍ଧାରୁ ଫେରିବ। ଭୁବନେଶ୍ୱର-ଛତ୍ରପୁର ପାସେଞ୍ଜର ବାଲୁଗାଁରୁ ଫେରିବ। ସମ୍ୱଲପୁରୀ-ପୁରୀ ଇଣ୍ଟରସିଟି ପୁରୀ ନ ଯାଇ ଖୋର୍ଦ୍ଧାରୁ ଫେରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story