୬୦ ହଜାର କୋଟି ଟଙ୍କାର ଋଣ ବଣ୍ଟାଯିବ: ବ୍ୟାଙ୍କର୍ସ କମିଟି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ଋଣ ବଣ୍ଟନ କରିବେ। ଆଜି ବସିଥିବା ଷ୍ଟେଟ୍ ଲେବଲ୍ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ୬୬ ହଜାର ୫୫୪ କୋଟି ୫୧ ଲକ୍ଷ ଟଙ୍କାର ଋଣ ବଣ୍ଟନ ଲାଗି ପୂର୍ବରୁ ନାବାର୍ଡ ପ୍ରସ୍ତାବ ଦେଇଥିବା ଦେବେ ବିମୁଦ୍ରାକରଣ ଚାପ ଓ ଋଣ ଆଦାୟ ଟାର୍ଗେଟ୍ ହାସଲ ହୋଇପାରିନଥିବାରୁ ଏଥିରେ ସଂଶୋଧନ କରାଯାଇଛି। ରାଜ୍ୟରେ ନନ୍ ପର୍ଫମିଂ […]

bankers

bankers

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 11:21 PM IST

Sports

Latest News

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ଋଣ ବଣ୍ଟନ କରିବେ। ଆଜି ବସିଥିବା ଷ୍ଟେଟ୍ ଲେବଲ୍ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଚଳିତ ଆର୍ଥିକ ବର୍ଷରେ ୬୬ ହଜାର ୫୫୪ କୋଟି ୫୧ ଲକ୍ଷ ଟଙ୍କାର ଋଣ ବଣ୍ଟନ ଲାଗି ପୂର୍ବରୁ ନାବାର୍ଡ ପ୍ରସ୍ତାବ ଦେଇଥିବା ଦେବେ ବିମୁଦ୍ରାକରଣ ଚାପ ଓ ଋଣ ଆଦାୟ ଟାର୍ଗେଟ୍ ହାସଲ ହୋଇପାରିନଥିବାରୁ ଏଥିରେ ସଂଶୋଧନ କରାଯାଇଛି। ରାଜ୍ୟରେ ନନ୍ ପର୍ଫମିଂ ଆସେଟ୍ ବା NPA ପରିମାଣ ବଢ଼ି ବଢ଼ି ଚାଲିଛି। ଗତ ଆର୍ଥିକ ବର୍ଷ ସୁଦ୍ଧା ଏହା ୧୧.୫୧ ପ୍ରତିଶତ ରହିଛି। ସେହିପରି ଋଣ ଓଭରଡ୍ୟୁ ୩୫.୬୮ ପ୍ରତିଶତ ଅଛି। ଏହା ଉଦ୍‌ବେଗଜନକ ହୋଇଥିବାରୁ ବୈଠକରେ ଚିନ୍ତା ପ୍ରକଟ କରାଯାଇଛି। ରାଜ୍ୟର ୪ ହଜାର ୨୫୩ ପଞ୍ଚାୟତରେ ଏବେ ବ୍ୟାଙ୍କ ସୁବିଧା ନଥିବା ଜଣାପଡ଼ିଛି। ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଅର୍ଥସଚିବଙ୍କ ସହ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story