ନବୀନଙ୍କ ପାଇଁ ବଞ୍ଚିଛେ, ନଚେତ ସଫା ହୋଇ ଯାଆନ୍ତେ: ତଥାଗତ

ଭୁବନେଶ୍ୱର: ବିଜେଡି କର୍ମୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ। ନିର୍ବାଚନମଣ୍ଡଳୀରେ କର୍ମୀଙ୍କୁ ଗୋଷ୍ଠୀ କରି ଦିଆଯାଉଛି। ବିଧାୟକ ଗୋଟିଏ ପଟେ ଓ ସାଂସଦ ଗୋଟିଏ ପଟେ ହୋଇ ରହୁଛନ୍ତି। ଯାହାଦ୍ୱାରା ସମସ୍ତଙ୍କର ବ୍ୟକ୍ତିଗତ କ୍ଷତି ହେଉଛି। ପରେ ମିଠା କଥା କହିଲେ ମଧ୍ୟ କିଛି ଲାଭ ହେବ ନାହିଁ। ଜିତିବା ପାଇଁ ଆମକୁ ନମ୍ର ହେବାକୁ ପଡ଼ିବ। ନବୀନ ବାବୁଙ୍କ ପାଇଁ ବଞ୍ଚିଛେ, ନଚେତ ସଫା ହୋଇଯାଇଥାନ୍ତେ ବୋଲି କହିଛନ୍ତି ବିଜେଡି ସାଂସଦ ତଥାଗତ […]

tatha

tatha

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 08:49 PM IST

Sports

Latest News

ଭୁବନେଶ୍ୱର: ବିଜେଡି କର୍ମୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ। ନିର୍ବାଚନମଣ୍ଡଳୀରେ କର୍ମୀଙ୍କୁ ଗୋଷ୍ଠୀ କରି ଦିଆଯାଉଛି। ବିଧାୟକ ଗୋଟିଏ ପଟେ ଓ ସାଂସଦ ଗୋଟିଏ ପଟେ ହୋଇ ରହୁଛନ୍ତି। ଯାହାଦ୍ୱାରା ସମସ୍ତଙ୍କର ବ୍ୟକ୍ତିଗତ କ୍ଷତି ହେଉଛି। ପରେ ମିଠା କଥା କହିଲେ ମଧ୍ୟ କିଛି ଲାଭ ହେବ ନାହିଁ। ଜିତିବା ପାଇଁ ଆମକୁ ନମ୍ର ହେବାକୁ ପଡ଼ିବ। ନବୀନ ବାବୁଙ୍କ ପାଇଁ ବଞ୍ଚିଛେ, ନଚେତ ସଫା ହୋଇଯାଇଥାନ୍ତେ ବୋଲି କହିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।

ଆଜି ବିଜେଡି କାର୍ଯ୍ୟାଳୟରେ ସରକାରଙ୍କ ଚତୁର୍ଥ ପାଳିର ୩ୟ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ନବୀନ ପଟ୍ଟନାୟକ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଉଥିଲେ। ଏଥିରେ ତଥାଗତ ଯୋଗଦେଇ କହିଥିଲେ,“ବିଜେପି ଚକମା ଦେଖାଉଛି, ଆମେ ପରସ୍ପର ବିରୋଧରେ ଲଢ଼ୁଛେ। ଯଦି ଆମେ ବିଜେପି ବିରୋଧରେ ଓପନ୍‌ କ୍ଲିୟର ଷ୍ଟାଣ୍ଡ ରଖିବା ତାହାହେଲେ ଲୋକଙ୍କ ପାଖକୁ କ୍ଲିୟର ମେସେଜ୍‌ ଜିବ। ଆମେ ଯଦି ଏଘର ମାଉସି ସେଘର ପିଉସୀ ହେବା ତାହାହେଲେ ଲୋକେ ପୋଷ୍ଟମାଷ୍ଟରଙ୍କୁ ଚିଠି ଲେଖିବେ। ଆମେ କେଉଁ ସ୍ତରରେ ଅଛେ ନଚିହ୍ନିଲେ ପୂରା ସଫା ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story