ମେଗା ସୋ’ରେ ଅଦୃଶ୍ୟ ମଙ୍ଗୁଆଳ: ଶାହାଙ୍କ କାର୍ଯ୍ୟକ୍ରମରେ କାହିଁକି ସାମିଲ୍ ହେଲେନି ବିଜୟ ଓ ଦିଲୀପ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି। ହେଲେ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲେ ବିଜେପିର ଦୁଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଦିଲୀପ ରାୟ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜନସଂପର୍କ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ଆସିଥିବା ବେଳେ ଦୁଇ ବରିଷ୍ଠ ନେତାଙ୍କ ସହ ସଂପର୍କ ହୋଇନପାରିବା ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୫ରେ ଅମିତ ଶାହଙ୍କ ଭୁବନେଶ୍ୱର ସଭାରେ ବିଜୟ ମହାପାତ୍ର ଯୋଗ ଦେଇନଥିଲେ। ତା’ଛଡ଼ା […]

untitle_Fotor_Collage

untitle_Fotor_Collage

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 09:06 PM IST

Sports

Latest News

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି। ହେଲେ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲେ ବିଜେପିର ଦୁଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଦିଲୀପ ରାୟ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜନସଂପର୍କ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ଆସିଥିବା ବେଳେ ଦୁଇ ବରିଷ୍ଠ ନେତାଙ୍କ ସହ ସଂପର୍କ ହୋଇନପାରିବା ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୫ରେ ଅମିତ ଶାହଙ୍କ ଭୁବନେଶ୍ୱର ସଭାରେ ବିଜୟ ମହାପାତ୍ର ଯୋଗ ଦେଇନଥିଲେ। ତା’ଛଡ଼ା ଗତ କିଛି ମାସ ହେଲା ଦଳର ମତଠାରୁ ବିଜୟଙ୍କ ମତ ଭିନ୍ନ ରହୁଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ୍ କାମ ଆରମ୍ଭ ହୋଇପାରି ନଥିବାରୁ ଦିଲୀପ କ୍ଷୋଭ ପ୍ରକାଶ କରି ଆସିନଥିବା ଆଲୋଚନା ହେଉଛି।

ଦୁଇ ନେତାଙ୍କ ଅନୁପସ୍ଥିତି ସଂପର୍କରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି-“ବିଜେପି ବହୁତ ବଡ଼ ପାର୍ଟି। ବିଶ୍ୱର ସବୁଠାରୁ ବଡ଼ ଦଳ। ଆମ ଦଳରେ କେହି ନେତା ନାହାନ୍ତି, ସମସ୍ତେ କର୍ମୀ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଜଣେ କର୍ମୀ ଭାବେ କାମ କରୁଛନ୍ତି। ଦିଲୀପ ରାୟ ଦିଲ୍ଲୀରେ ଥିବାରୁ ଅନୁପସ୍ଥିତ ରହିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story