ମହାଆଡ଼ମ୍ୱରେ ଆରମ୍ଭ ହେଲା ମୋଦି ଫେଷ୍ଟ; ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ମହାଆଡ଼ମ୍ବରରେ ରାଜ୍ୟରେ ଆରମ୍ଭ ହେଲା ମୋଦି ଫେଷ୍ଟ (ମୋଦି ମେଳା)। କେନ୍ଦ୍ର ସରକାରଙ୍କ ୩ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ମେଳା ହେଉଛି। ଆଜି ମୋଦି ମେଳାର ଶୁଭାରମ୍ଭ କରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ପାଖରେ ଅଛନ୍ତି ରାଜ୍ୟ ବିଜେପିର ଅନେକ ଆଗଧାଡିର ନେତା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହରରେ ଶୁଭାରମ୍ଭ ହୋଇଛି ଏହି ମେଳା। ଏଥିରେ ସରାକରଙ୍କ ନାରା ହେଉଛି “ମେକିଙ୍ଗ ଅଫ୍ […]

modi1 (2)

modi1 (2)

Rakesh Mallick
  • Published: Friday, 02 June 2017
  • Updated: 02 June 2017, 09:04 PM IST

Sports

Latest News

ଭୁବନେଶ୍ୱର: ମହାଆଡ଼ମ୍ବରରେ ରାଜ୍ୟରେ ଆରମ୍ଭ ହେଲା ମୋଦି ଫେଷ୍ଟ (ମୋଦି ମେଳା)। କେନ୍ଦ୍ର ସରକାରଙ୍କ ୩ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ମେଳା ହେଉଛି।

ଆଜି ମୋଦି ମେଳାର ଶୁଭାରମ୍ଭ କରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ପାଖରେ ଅଛନ୍ତି ରାଜ୍ୟ ବିଜେପିର ଅନେକ ଆଗଧାଡିର ନେତା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହରରେ ଶୁଭାରମ୍ଭ ହୋଇଛି ଏହି ମେଳା। ଏଥିରେ ସରାକରଙ୍କ ନାରା ହେଉଛି “ମେକିଙ୍ଗ ଅଫ୍ ଡେଭଲପ୍ଡ ଇଣ୍ଡିଆ”। ୩ ବର୍ଷରେ କେନ୍ଦ୍ରର ଯୋଜନା ଓ ସଫଳତାର ଗାଥାକୁ ବିଭିନ୍ନ ଶୈଳୀରେ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦେବାଠାରୁ ଆରମ୍ଭ କରି ସେଲଫି ନେବା ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପର୍ଯ୍ୟାୟରେ ସବୁ ଜିଲ୍ଲାରେ ଏହି ମୋଦି  ଓ “ସବ୍‌କା ସାଥ ସବକ୍‌ ବିକାଶ” ସମାବେଶରେ କେନ୍ଦ୍ରର ସଫଳତା କଥା କହିବେ କେନ୍ଦ୍ର ସରକାରର ମନ୍ତ୍ରୀ ଓ ନେତା। ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ସରକାରୀ ମେଳାରେ କିନ୍ତୁ ସରକାରଙ୍କ କେହି ପଦାଧିକାରୀଙ୍କ ଦେଖା ନଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ ଯାଇଥିଲେ ମଧ୍ୟ କୌଣସି କାରଣରୁ ସେ ଆସି ନ ଥିଲେ। ତେବେ ଏହି ମେଳାରେ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଳ ଅଭିଯୋଗ କରିଛି ରାଷ୍ଟ୍ରାୟତ ଉଦ୍ୟୋଗଙ୍କ ଟଙ୍କାକୁ ଅପଚୟ କରି ବିଜେପି ମିଥ୍ୟା ପ୍ରଚାରରେ ମାତିଛି। ଯାହା ଦେଶର ଅର୍ଥନୀତିକୁ ଦୁର୍ବଳ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story