ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତିକ ପୁରସ୍କାର ପାଇବା ଉଦ୍ଦେଶ୍ୟରେ ଚର୍ଚ୍ଚକୁ ପ୍ରଭାବିତ କରିବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳରେ ପ୍ରଥମ ଖ୍ରୀଷ୍ଟିୟାନ ସ୍କୁଲର ଶିଳାନ୍ୟାସ କରିଛନ୍ତି। ଏହା ରାଜ୍ୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବ ଓ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି […]

ODISHA-BJP-UP-IN-ARMS-AGAINST-PROPOSED-CHRISTIAN-SCHOOL-IN-KANDHAMAL

Manoranjan Sial
  • Published: Thursday, 07 March 2019
  • Updated: 07 March 2019, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତିକ ପୁରସ୍କାର ପାଇବା ଉଦ୍ଦେଶ୍ୟରେ ଚର୍ଚ୍ଚକୁ ପ୍ରଭାବିତ କରିବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳରେ ପ୍ରଥମ ଖ୍ରୀଷ୍ଟିୟାନ ସ୍କୁଲର ଶିଳାନ୍ୟାସ କରିଛନ୍ତି। ଏହା ରାଜ୍ୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବ ଓ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଫେବୃଆରୀ ୨୫ତାରିଖରେ କନ୍ଧମାଳର ଦାରିଙ୍ଗବାଡ଼ିରେ ଏକ ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ ପାଇଁ ଶ୍ରୀ ସାମନ୍ତ କରିଥିବା ଶିଳାନ୍ୟାସକୁ ବିରୋଧ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଭଳି ସ୍କୁଲ ସ୍ଥାପନ ଦ୍ୱାରା ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରିବା ଧର୍ମାନ୍ତରୀକରଣର ବାଟ ଫିଟିଯିବ ବୋଲି ବିଜେପି ଆଶଙ୍କା କରୁଛି। ଏହା ଦେଶର ଗଣତନ୍ତ୍ର ପ୍ରତି ବିପଦ ଓ ଅସମ୍ବିଧାନିକ। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ହେଉଥିବା ଷଡ଼ଯନ୍ତ୍ରକୁ ବିଜେପି ଦୃଢ଼ ବିରୋଧ କରୁଛି ଓ ଧାର୍ମିକ ତଥା ଜାତିଗତ ବିଦ୍ୱେଷ ଯେଭଳି ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି।

ଖ୍ରୀଷ୍ଟିୟାନ ଭୋଟ୍ ହାତେଇବା ପାଇଁ ଏଭଳି ହୀନ ରାଜନୀତିକ ପ୍ରୟାସ ହେଉଛି ଏବଂ ଏହାବ୍ୟତୀତ ଆନ୍ତର୍ଜାତିକ ପୁରସ୍କାର ପାଇବା ପାଇଁ ଚର୍ଚ୍ଚକୁ ଖୁସି କରିବାକୁ ଶ୍ରୀ ସାମନ୍ତ ଅସମ୍ବିଧାନିକ ଭାବେ ଏଭଳି ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story