ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ପାଣ୍ଠି ଅର୍ଥ ବିଭାଗକୁ ଆବଣ୍ଟିତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ପାଇଁ ଅପେକ୍ଷାକୃତ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ।
ବିଭାଗ ପାଣ୍ଠି ଆବଣ୍ଟିତ
ଅର୍ଥ ୨୭,୯୪୨.୭୨ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୮,୪୧୯.୦୩ କୋଟି
ସ୍କୁଲ ଓ ଗଣଶିକ୍ଷା ବିଭାଗ ୧୬,୪୦୦କୋଟି
ଜଳସମ୍ପଦ ବିଭାଗ ୯୭୧୩.୪୩ କୋଟି
କୃଷି ଓ କୃଷକ କଲ୍ୟାଣ ୮୭୦୨.୨୭କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୬୭୮୨.୮୫ କୋଟି
ଗୃହନିର୍ମାଣ ଓ ନଗର ଉନ୍ନୟନ ୫୫୭୮.୭୦କୋଟି
ଗୃହ ବିଭାଗ ୫୨୯୮.୦୫ କୋଟି
ଗ୍ରାମ୍ୟ ଉନ୍ନୟନ ୫୫୩୦.୦୯ କୋଟି
ପୂର୍ତ୍ତ ବିଭାଗ ୪୦୪୯.୨୦ କୋଟି
ବିପର୍ଯ୍ୟୟ ପ୍ରଶମନ ପରିଚାଳନା ୪୭୦୬.୫୮ କୋଟି
ଅନୁସୂଚିତ ଜାତି ଓ ଜନଜାତି ୩୬୨୨.୮୪ କୋଟି
ମହିଳା ଓ ଶିଶୁ ବିକାଶ ୩୪୫୭.୨୮ କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୩୧୬୬.୬୨ କୋଟି
ଉଚ୍ଚଶିକ୍ଷା ବିଭାଗ ୨୩୭୫.୩୪ କୋଟି
ଶକ୍ତି ବିଭାଗ ୨୨୫୦.୫୮ କୋଟି
ସମବାୟ ବିଭାଗ ୧୪୦୩.୫୪ କୋଟି
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ୧୧୩୪ କୋଟି ଟଙ୍କା
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ୧୧୩୦ କୋଟି
ଜଙ୍ଗଲ ଓ ପରିବେଶ ୯୦୨.୨୩ କୋଟି ଟଙ୍କା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।