ପିଇବା ପାଣି ପାଇଁ ବଜେଟ୍‌ରେ ବ୍ୟବସ୍ଥା

ପାଇପ୍‌ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ। ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି କାର୍ଯ୍ୟକ୍ରମ(ଏନ୍‌ଆରଡିଡବ୍ଲ୍ୟୁପି) ପାଇଁ ୫୦୦ କୋଟିର ଏସସି / ଏସଟିଙ୍କ ପାଇଁ ୧-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପାଇଁ ୨୩ ହଜାର ୭୬୦ କୋଟି ଟଙ୍କା ବ୍ୟୟ […]

odisha-budget

odisha-budget

Manoranjan Sial
  • Published: Friday, 28 June 2019
  • Updated: 28 June 2019, 09:08 PM IST

Sports

Latest News

ପାଇପ୍‌ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ

ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ।

ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି କାର୍ଯ୍ୟକ୍ରମ(ଏନ୍‌ଆରଡିଡବ୍ଲ୍ୟୁପି) ପାଇଁ ୫୦୦ କୋଟିର

ଏସସି / ଏସଟିଙ୍କ ପାଇଁ

୧-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପାଇଁ ୨୩ ହଜାର ୭୬୦ କୋଟି ଟଙ୍କା ବ୍ୟୟ ବରାଦ

୨-ଆକାଂକ୍ଷା ଯୋଜନାରେ ପୌରାଞ୍ଚଳରେ ଛାତ୍ରାବାସ ନିର୍ମାଣ ପାଇଁ ୨ଶହ ୨୬ କୋଟି

୩- ପ୍ରି ମ୍ୟାଟ୍ରିକ ଓ ପୋଷ୍ଟ ମ୍ୟାଟ୍ରିକ ବୃତ୍ତି ନିମନ୍ତେ ୯ ଶହ ୫୯ କୋଟି

ଗ୍ରାମାଞ୍ଚଳର ଉନ୍ନତି ପାଇଁ

୧-ଗ୍ରାମ୍ୟ ଉନ୍ନୟନ କ୍ଷେତ୍ର ପାଇଁ ମୋଟ ୨୦,୮୨୪ କୋଟି ଟଙ୍କାର ବ୍ୟୟ ବରାଦ

୨-ପିଏମଏୱାଇ ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନାରେ ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ୪,୮୨୦ କୋଟି

୩-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୨,୯୦୦ କୋଟି

୪-ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ପାଇଁ ୨,୫୦୦ କୋଟି

୫-'ପିଠା' ଯୋଜନା ପାଇଁ ୪ ଶହ କୋଟି

୬-ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୪୦ କୋଟି

ନଗର ଉନ୍ନୟନ ପାଇଁ

ନଗର ଉନ୍ନୟନ ପାଇଁ ୫,୫୭୯ କୋଟି

ଉନ୍ନତି ଯୋଜନା ପାଇଁ ୩୭୦ କୋଟି

ଘର ନିର୍ମାଣ ପାଇଁ ୪୦୦ କୋଟି

ପାଇପ ଜଳ ଯୋଗାଣ ପାଇଁ ୩୮୫ କୋଟି

ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୩୦୦ କୋଟି

'ଅମୃତ' ଓ ଜାତୀୟ ପୌରାଞ୍ଚଳ ଜୀବିକା ମିଶନ ପାଇଁ ଯଥାକ୍ରମେ ୨୫୦ କୋଟି ଓ ୫୨ କୋଟି

ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ପାଇଁ ୪୦୦ କୋଟି

ଜାଗା ମିଶନ ପାଇଁ ୧୦୦ କୋଟି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story