ନବୀନଙ୍କ ବଡ଼ ଘୋଷଣା: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ପ୍ରବାସୀ ଓଡ଼ିଆ ଶ୍ରମିକ କ୍ୱାରେଣ୍ଟାଇନ୍‌ରେ ରହିଲେ ମିଳିବ ୨୦୦୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଦିଆଗଲା ଜିଲ୍ଲାପାଳ କ୍ଷମତା। ପଞ୍ଚାୟତ, ପୌରାଞ୍ଚଳକୁ ସାଥିରେ ନେଇ କାମ କରିବାକୁ ହେବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ୍ ସୁବିଧା କରାଯିବ। ଏନେଇ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ। ବିଶେଷ କରି ଅନ୍ୟ ରାଜ୍ୟରୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ନବୀନ କହିଛନ୍ତି ଯେ, ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ […]

h-908

h-908

Tapas Behera
  • Published: Sunday, 19 April 2020
  • Updated: 19 April 2020, 05:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଦିଆଗଲା ଜିଲ୍ଲାପାଳ କ୍ଷମତା। ପଞ୍ଚାୟତ, ପୌରାଞ୍ଚଳକୁ ସାଥିରେ ନେଇ କାମ କରିବାକୁ ହେବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ୍ ସୁବିଧା କରାଯିବ। ଏନେଇ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ। ବିଶେଷ କରି ଅନ୍ୟ ରାଜ୍ୟରୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ନବୀନ କହିଛନ୍ତି ଯେ, ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ।

ଆଉ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ଗାଁ ଓ ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା ରହିବ। କଟକଣା ପରେ କେହି ବାହାରୁ ଆସିଲେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ।

ପରିବାର ସଦସ୍ୟ ଏବଂ ବନ୍ଧୁ ପଞ୍ଜିକରଣ କରିପାରିବେ। ରେଜିଷ୍ଟ୍ରେସନ ପରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ଜରୁରୀ। ସେମାନଙ୍କୁ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଯିବ। କ୍ୱାରେଣ୍ଟାଇନ୍‌ ସରିବା ପରେ ୨ ହଜାର ଟଙ୍କା ମିଳିବ । ତେବେ ଏହାକୁ ଠିକ୍‌ରେ  କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story