କେମିତି ଚାଲିଛି ମୋ ସରକାର? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ ପାଣ୍ଡିୟାନ୍

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗ୍ରାଉଣ୍ଡ ଜିରୋରେ କେମିତି ଚାଲିଛି ମୋ ସରକାର?  କାର୍ଯ୍ୟକ୍ରମ ଆରମ୍ଭ ହେବାର ୭ ଦିନ ପରେ ସ୍ଥିତି ପରଖିଛନ୍ତି 5T ସଚିବ ଭି.କେ ପାଣ୍ଡିୟାନ୍ ଓ ତାଙ୍କ ଟିମ୍ । ମାଲାକାନଗିରି, କୋରାପୁଟ ଓ ନବରଂଗପୁର ଜିଲ୍ଲା ହସପିଟାଲକୁ ଯାଇ ଟିମ୍ ବାସ୍ତବ ସ୍ଥିତି ଦେଖିଥିବା ବେଳେ ଦୁର୍ବଳ ଭିତ୍ତିଭୂମିର ଲମ୍ବା  ତାଲିକା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ସେପଟେ ବରଗଡ଼ରେ ପୁଲିସ ଡିଜି ମୋ ସରକାର କ୍ଲାସ୍ ନେଇ ଲୋକଙ୍କୁ ତେରିମେରି ନଦେଖାଇ ଭଲ […]

tio

tio

Tapas Behera
  • Published: Wednesday, 09 October 2019
  • Updated: 09 October 2019, 10:00 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗ୍ରାଉଣ୍ଡ ଜିରୋରେ କେମିତି ଚାଲିଛି ମୋ ସରକାର?  କାର୍ଯ୍ୟକ୍ରମ ଆରମ୍ଭ ହେବାର ୭ ଦିନ ପରେ ସ୍ଥିତି ପରଖିଛନ୍ତି 5T ସଚିବ ଭି.କେ ପାଣ୍ଡିୟାନ୍ ଓ ତାଙ୍କ ଟିମ୍ । ମାଲାକାନଗିରି, କୋରାପୁଟ ଓ ନବରଂଗପୁର ଜିଲ୍ଲା ହସପିଟାଲକୁ ଯାଇ ଟିମ୍ ବାସ୍ତବ ସ୍ଥିତି ଦେଖିଥିବା ବେଳେ ଦୁର୍ବଳ ଭିତ୍ତିଭୂମିର ଲମ୍ବା  ତାଲିକା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ସେପଟେ ବରଗଡ଼ରେ ପୁଲିସ ଡିଜି ମୋ ସରକାର କ୍ଲାସ୍ ନେଇ ଲୋକଙ୍କୁ ତେରିମେରି ନଦେଖାଇ ଭଲ ବ୍ୟବହାର ଦେଖାଇବାକୁ ପାଠ ପଢ଼ାଇଛନ୍ତି । ସେପଟେ ବିରୋଧୀ ଦଳ କହିଛନ୍ତି, ଏସବୁ କେବଳ ଡ୍ରାମା।

ଆଜି ସ୍ଥିତି ଅନୁଧ୍ୟାନ ବେଳେ ରୋଗୀ ଓ ସଂପର୍କୀୟଙ୍କ ପାଇଁ ବିଶ୍ରାମାଗାର, ଲାବ୍ରୋଟାରୀ ଓ କ୍ୟାଣ୍ଟିନ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ମାଲକାନଗିରି ହସ୍ପିଟାଲ କର୍ତ୍ତୃପକ୍ଷ। କୋରାପୁଟରେ ୫ଶହ ଶଯ୍ୟାବିଶିଷ୍ଟ ଓ୍ୱାର୍ଡ ନିର୍ମାଣ, ୫ଟି ଆମ୍ବୁଲାନସ୍, ଓ ପରୀକ୍ଷା ନିରୀକ୍ଷା ପାଇଁ ୩ଟି ମୃତଦେହ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ଟିମ୍ । ନବରଙ୍ଗପୁର ହସ୍ପିଟାଲରେ ଆବଶ୍ୟକ ହେଉଥିବା ଭିତ୍ତିଭୂମି ପୂରଣ କରିବାକୁ ଟିମ୍ ଆଗରେ ଦାବି କରିଥିଲେ କର୍ତ୍ତୃପକ୍ଷ।

ଗାନ୍ଧି ଜୟନ୍ତୀରୁ ଥାନାରେ ବି କାର୍ଯ୍ୟକାରୀ ହେଉଛି ମୋ ସରକାର ଯୋଜନା। ବରଗଡ଼ ଗସ୍ତରେ ଯାଇଥିବା ପୋଲିସ୍ ଡିଜି ବିଜୟ ଶର୍ମା, ଏସ୍‌ପି ଅଫିସ୍‌ରେ ଏନେଇ ଅଧିକାରୀଙ୍କ କ୍ଲାସ୍ ନେଇଥିଲେ।  କହିଥିଲେ ଥାନାରେ ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା ସହ ତେରିମେରି କରଯାଉଛି। ପଇସା ନେବାକୁ ଚେଷ୍ଟା କରୁଥିବାରୁ ଲୋକେ ଥାନାକୁ ଯିବାକୁ ଡରୁଛନ୍ତି । ପୋଲିସ୍ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ସେପଟେ ସରକାରୀ ଟିମ୍ର ଗ୍ରାଉଣ୍ଡ ଭିଜିଟ୍‌କୁ  କେବଳ ଡ୍ରାମା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହାଦ୍ୱାରା କିଛି ଲାଭ ହେବନି ବୋଲି କଂଗ୍ରେସ ଓ ବିଜେପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story