ଦ୍ୱନ୍ଦ୍ୱ ଉପୁଜିବାପରେ ଡିଜିପିଙ୍କ ନିର୍ଦ୍ଦେଶ, ୨୭ ପର୍ଯ୍ୟନ୍ତ ଆବଶ୍ୟକ ନାହିଁ ପାସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ କମିଶନରେଟ ପୁଲିସ ଅଞ୍ଚଳରେ ସ୍ୱତନ୍ତ୍ର ପାସ୍ ଜରୁରୀ ଥିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ପୁଲିସ ଡିଜିପି ଅଭୟ ଆଜି ଏନେଇ ସମସ୍ତ ପୁଲିସ୍ ଆଇଜି, ଡିଆଇଜି, ଜିଲ୍ଲା ଏସପି ଓ କମିଶନରେଟ ପୁଲିସ୍ ଡିସିପିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତିି। ୨୭ତାରିଖ ପର୍ଯ୍ୟନ୍ତ ଏଭଳି ପାସ୍ ବ୍ୟବସ୍ଥା ପରିବର୍ତ୍ତେ କରୋନା ମୁକାବିଲା ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜର କେବଳ […]

ppp90

ppp90

Tapas Behera
  • Published: Tuesday, 24 March 2020
  • Updated: 24 March 2020, 06:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ କମିଶନରେଟ ପୁଲିସ ଅଞ୍ଚଳରେ ସ୍ୱତନ୍ତ୍ର ପାସ୍ ଜରୁରୀ ଥିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ପୁଲିସ ଡିଜିପି ଅଭୟ ଆଜି ଏନେଇ ସମସ୍ତ ପୁଲିସ୍ ଆଇଜି, ଡିଆଇଜି, ଜିଲ୍ଲା ଏସପି ଓ କମିଶନରେଟ ପୁଲିସ୍ ଡିସିପିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତିି। ୨୭ତାରିଖ ପର୍ଯ୍ୟନ୍ତ ଏଭଳି ପାସ୍ ବ୍ୟବସ୍ଥା ପରିବର୍ତ୍ତେ କରୋନା ମୁକାବିଲା ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜର କେବଳ ନିଜର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି ପୁଲିସ ଡିଜି କହିଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଘୋଷଣା ହେବାପରେ ପୁଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ଗତକାଲି ଗଣମାଧ୍ୟମକୁ ବୟାନ ଜାରି କରି ଲକଡାଉନ୍ ଅବଧିରେ ରାସ୍ତାରେ ଗାଡ଼ିମୋଟର ଚଳାଚଳ ପାଇଁ ସମସ୍ତଙ୍କ ନିମନ୍ତେ ପାସ୍ ଜରୁରୀ ବୋଲି କହିଥିଲେ। ଏଥିପାଇଁ ଥାନାରେ ଭିଡ଼ ହେବା ସହ କରୋନା ଗାଇଡଲାଇନକୁ ଉଲ୍ଲଘଂନ ହେବାରୁ ଶ୍ରୀ ଷଡ଼ଙ୍ଗୀ ଗତକାଲି ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ଏଭଳି ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏପରିକି ଆଜି ମଧ୍ୟ ଏହି ପାସକୁ ନେଇ କୋହଳ ଆଭିମୁଖ୍ୟ ପୋଷଣ କରିବା ସହ ଏକାଧିକ ବାର ଟ୍ୱିଟ୍ କରି ସାଧାରଣ ଲୋକଙ୍କ ମନରୁ ଶଙ୍କା ଏଡ଼ାଇବାକୁ ପ୍ରୟାସ କରିଥିଲେ। କେବଳ ନିଜର ପରିଚୟ ପତ୍ର ଦେଖାଇ ଚଳପ୍ରଚଳ କରିବା ସହ ପାସ୍ ବଣ୍ଟନ ବ୍ୟବସ୍ଥାକୁ ବାତିଲ କରାଗଲା ଓ ଆସନ୍ତାକାଲିଠୁ ସ୍ୱୟଂଚାଳିତ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଏହି ପାସ୍ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ।

ମାତ୍ର ପୁଲିସ କମିଶନରଙ୍କ ଏଭଳି ବୟାନକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିବା ଓ ଥାନାରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ଡିଜି ଅଭୟ ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକଡାଉନ୍ ଅବଧିରେ ଉଭୟ ଘରୋଇ ଓ ସରକାରୀ ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଅବାଧ ଚଳପ୍ରଚଳ ପାଇଁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ କୌଣସି ପାସ୍ ଆବଶ୍ୟକ ନାହିଁ ବୋଲି କହିଛନ୍ତି। ପାସ୍ ବଣ୍ଟନକୁ ନେଇ ଏବେ ବିିଭିନ୍ନ ଅସୁବିଧା ରହିଛି । ତେବେ ଲକଡାଉନ୍ ଅବଧିରେ ଯେଉଁମାନଙ୍କ ଚଳପ୍ରଚଳର ଅନୁମତି ଦିଆଯାଇଛି ସେମାନଙ୍କ ପାଇଁ ୱେବସାଇଟ୍ ଆଧାରିତ ପାସ୍ ବ୍ୟବସ୍ଥା ବିକଶିତ କରିବା କାର୍ଯ୍ୟ ଜାରି ରହିଛି।
ଯେହେତୁ ଏହି ୱେବସାଇଟ୍ ପାଇଁ ସମୟ ଲାଗିବ, ତେଣୁ ଡାକ୍ତର,ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ସୁବିଧା ନିମନ୍ତେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ସେମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଗାଡ଼ି ଚଳାଚଳ କରିପାରିବେ । ସେମାନଙ୍କୁ ଉଭୟ ସରକାରୀ କିମ୍ବା ଘରୋଇ ହସ୍ପିଟାଲ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର(ସେଥିରେ ନାଁ, ପଦବୀ, ଫଟୋ ରହିବା ଜରୁରୀ) ଦେଖାଇବାକୁ ପଡ଼ିବ। ଏହି ନିର୍ଦ୍ଦେଶନାମାକୁ ସମସ୍ତ ଥାନା ଓ ପୁଲିସ୍ କର୍ମଚାରୀମାନଙ୍କୁ ଅବଗତ କରାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story