ଜିଲ୍ଲା ଯୋଗାଣ ଅଧିକାରୀ ନିଲମ୍ୱିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଲମ୍ବିତ ହେଲେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀକର ମାଝୀ।  କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ୱିତ କରିଛନ୍ତି ରାଜ୍ୟ ସରକାର। ତେବେ କେଉଁ କ୍ଷେତ୍ରରେ ଅବହେଳା କରିଛନ୍ତି ସେ, ଏନେଇ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଖରିଫ ଧାନ କିଣା ପ୍ରକ୍ରିୟା ଜାରି ରହିଥିବାବେଳେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଲାବ୍ୟାପୀ ଚାଷୀଙ୍କ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଚାଷୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏଭଳି ସମୟରେ ଗତ […]

sodisha-government-suspend-baragardh

sodisha-government-suspend-baragardh

Manoranjan Sial
  • Published: Friday, 22 November 2019
  • Updated: 22 November 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଲମ୍ବିତ ହେଲେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀକର ମାଝୀ।  କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ୱିତ କରିଛନ୍ତି ରାଜ୍ୟ ସରକାର। ତେବେ କେଉଁ କ୍ଷେତ୍ରରେ ଅବହେଳା କରିଛନ୍ତି ସେ, ଏନେଇ ସ୍ପଷ୍ଟ ହୋଇନାହିଁ।

ବର୍ତ୍ତମାନ ଖରିଫ ଧାନ କିଣା ପ୍ରକ୍ରିୟା ଜାରି ରହିଥିବାବେଳେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଲାବ୍ୟାପୀ ଚାଷୀଙ୍କ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଚାଷୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏଭଳି ସମୟରେ ଗତ ପ୍ରାୟ ଦେଢ ମାସ ହେଲାଣି ଛୁଟିରେ ଯାଇଛନ୍ତି ଶ୍ରୀକର ମାଝୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story