ଅଲିଭ୍ ରିଡଲେ୍ ପାଇଁ ମେ’ ୩୧ ପର୍ଯ୍ୟନ୍ତ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଓ ସୁରକ୍ଷା ପାଇଁ ମେ’ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ୨୦କିମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସମୁଦ୍ର କଇଁଛଙ୍କ ସୁରକ୍ଷା କରି ଏହାକୁ ଓଡ଼ିଶାର ଆଧୁନିକ ପରିଚୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ଓ […]

oliveradly

oliveradly

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 06:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଓ ସୁରକ୍ଷା ପାଇଁ ମେ’ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ୨୦କିମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସମୁଦ୍ର କଇଁଛଙ୍କ ସୁରକ୍ଷା କରି ଏହାକୁ ଓଡ଼ିଶାର ଆଧୁନିକ ପରିଚୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ଓ ସୁରକ୍ଷା ସଂକ୍ରାନ୍ତରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତାରେ କରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ କଟକଣା ଜାରି ହୋଇଛି। ଓଡ଼ିଶାରେ ଜନ୍ମ ହେଉଥିବା ଅଲିଭ ରିଡଲେର ବିରଳ ପ୍ରଜାତିର ଗୁୁରୁତ୍ୱ ସମଗ୍ର ବିଶ୍ୱରେ ରହିଛି, ତେଣୁ ଏହାକୁ ଗର୍ବ ଭାବେ ବିବେଚନା କରି ଏହି ଅଲିଭ ରିଡଲେଗୁଡ଼ିକର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍। ଏଥିରେ ସାଧାରଣ ଲୋକମାନଙ୍କୁ ସକ୍ରିୟ ଭାବେ ସାମିଲ କରି ସମୂହ ଅଭିଯାନ ମାଧ୍ୟମରେ ଓଡ଼ିଶାର ବ୍ରାଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ବିଶେଷକରି ଅଲିଭ ରିଡଲେ ଅଣ୍ଡା ଦେଉଥିବା ୩ଟି ନଦୀ ମୁହାଣ ଯଥା ଧାମରା, ଦେବୀ ଓ ଋଷିକୁଲ୍ୟା ନିକଟରେ ସମୁଦ୍ର ଭିତରକୁ ୨୦କିମି ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ହୋଇଛି। ଏହି କଟକଣା ଅବଧି ମଧ୍ୟରେ ରାଜ୍ୟ ସରକାର ୮ହଜାର ମତ୍ସ୍ୟଜୀବୀ ପରିବାରକୁ ୭୫୦୦ଟଙ୍କା ଲେଖାଏ କ୍ଷତିପୂରଣ ଦେବେ। ଆଉ ପାରମ୍ପରିକ ପଦ୍ଧତିରେ ବିନା ପାୱାରବୋଟରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥା ହଇରାଣ ନକରିବା ଓ କଇଁଛଙ୍କ ପ୍ରତି ପ୍ରକୃତ ବିପଦ ସୃଷ୍ଟି କରୁଥିବା ଅପରାଧୀଙ୍କୁ ଦଣ୍ଡିତ କରିବାକୁ ଶ୍ରୀ ତ୍ରିପାଠୀ ସମୁଦ୍ର ଉପକୂଳ ପାଟ୍ରୋଲିଂ କରୁଥିବା ସାମୁଦ୍ରିକ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କଇଁଛଙ୍କ ଅଣ୍ଡାଦାନ ଓ ମୃତ୍ୟୁ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଭାବେ ଏକ ୱେବସାଇଟ୍ କାର୍ଯ୍ୟକ୍ଷମ ହେବ ବୋଲି ଆଜିର ସମୀକ୍ଷା ବୈଠକରୁ ଜଣାପଡ଼ିଛି।
ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦର ପ୍ରତିନିଧି, ତଟରକ୍ଷୀ ବାହିନୀ ଅଧିକାରୀ, ଚାନ୍ଦିପୁର ଆଇଟିଆରର ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story