ବିବାଦ ବଢ଼ିବା ପରେ ‘ଗାନ୍ଧୀ ବୁକଲେଟ’ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍କୁଲଗୁଡ଼ିକୁ ପଠାଯାଇଥିବା ପ୍ରଚାରପତ୍ର ‘ଆମ ବାପୁଜୀ: ଏକ ଝଲକ’ କୁ ତୁରନ୍ତ ପ୍ରତ୍ୟାହାର କରି ଅଣାଯିବ ଓ ଏହି ଦୁଇପୃଷ୍ଠାର ବିବାଦୀୟ ତଥ୍ୟ ସମ୍ବଳିତ ପ୍ରଚାରପତ୍ର କିଭଳି ପ୍ରକାଶ ପାଇଲା ତା’ର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା […]

gandhiaaaaaa

gandhiaaaaaa

Manoranjan Sial
  • Published: Friday, 15 November 2019
  • Updated: 15 November 2019, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍କୁଲଗୁଡ଼ିକୁ ପଠାଯାଇଥିବା ପ୍ରଚାରପତ୍ର ‘ଆମ ବାପୁଜୀ: ଏକ ଝଲକ’ କୁ ତୁରନ୍ତ ପ୍ରତ୍ୟାହାର କରି ଅଣାଯିବ ଓ ଏହି ଦୁଇପୃଷ୍ଠାର ବିବାଦୀୟ ତଥ୍ୟ ସମ୍ବଳିତ ପ୍ରଚାରପତ୍ର କିଭଳି ପ୍ରକାଶ ପାଇଲା ତା’ର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ଉଦବେଗ ପ୍ରକାଶ କରିବା ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଗୃହରେ ଆସନ୍ତାକାଲି ସୁଦ୍ଧା ବିବୃତ୍ତି ରଖିବାକୁ ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ : ଏକ ଝଲକ’ ପ୍ରଚାରପତ୍ର ପ୍ରସ୍ତୁତ କରାଯାଇ ସମସ୍ତ ସ୍କୁଲକୁ ପଠାଯାଇଥିଲା। ସେଥିରେ ୧୯୪୮ ଜାନୁୟାରୀ ୩୦ତାରିଖରେ ଗାନ୍ଧୀଜୀଙ୍କ ହତ୍ୟାକୁ ଏକ ଆକସ୍ମିକ ଘଟଣା ବୋଲି ଉଲ୍ଲେଖ କରାଯାଇଥିବାରୁ ତାକୁ ନେଇ ଗାନ୍ଧୀବାଦୀ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରିକି ଆଜି ବିଧାନସଭାରେ ମଧ୍ୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀ, ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ତଥ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିବାରୁ ଉଦବେଗ ପ୍ରକାଶ କରିଥିଲେ। ଗାନ୍ଧୀଜୀଙ୍କ ସମ୍ପର୍କରେ ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଥିବାରୁ ସେମାନେ ଏହାର ନିନ୍ଦା ମଧ୍ୟ କରିଥିଲେ। କଂଗ୍ରେସ ବିଧାୟକମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଓ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ବିଧାୟକମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ଏ ସମ୍ପର୍କରେ ବୃବିତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏକ ଜାତୀୟ ସମ୍ବାଦପତ୍ରକୁ ପ୍ରତିକ୍ରିୟା ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, “ଯିଏବି ଏଭଳି କରିଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣା ଲେଖିବା ପରିବର୍ତ୍ତେ ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସ୍ପଷ୍ଟ ଭାବେ ଲେଖାଯିବା ଉଚିତ୍ ଥିଲା। ଗାନ୍ଧୀଜୀଙ୍କୁ କିଭଳି ହତ୍ୟା କରାଯାଇଥିବା ସେ ନେଇ ବିସ୍ତୃତ ଭାବେ ମଧ୍ୟ ତଥ୍ୟ ଉଲ୍ଲେଖ କରିଥିଲେ ଭଲ ହୋଇଥାନ୍ତା। ତେବେ ଏହି ପ୍ରଚାରପତ୍ରକୁ ସରକାର ଖୁବଶୀଘ୍ର ପ୍ରତ୍ୟାହାର କରିଆଣିବେ ବୋଲି ଶ୍ରୀ ଦାଶ କହିଛନ୍ତି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story