ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର, ତତ୍ପରତା ଦେଖାଇଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା କରୁଛନ୍ତି ସରକାର। ମନ୍ଦିର ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଆସନ୍ତା ୧୦ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସହ ଆଲୋଚନା କରି ରିପୋର୍ଟ ଦେବେ ଜିଲ୍ଲାପାଳ । ଏହି ରିପୋର୍ଟ ଅନୁଯାୟୀ କୋଭିଡ ଗାଇଡଲାଇନ୍‌ ପାଳନ କରି କିପରି ମନ୍ଦିର […]

Jagannath-Temple-Puri

Jagannath-Temple-Puri

Niharika Rout
  • Published: Thursday, 08 October 2020
  • Updated: 08 October 2020, 11:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା କରୁଛନ୍ତି ସରକାର।

ମନ୍ଦିର ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଆସନ୍ତା ୧୦ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସହ ଆଲୋଚନା କରି ରିପୋର୍ଟ ଦେବେ ଜିଲ୍ଲାପାଳ । ଏହି ରିପୋର୍ଟ ଅନୁଯାୟୀ କୋଭିଡ ଗାଇଡଲାଇନ୍‌ ପାଳନ କରି କିପରି ମନ୍ଦିର ଖୋଲାଯାଇ ପାରିବ ସେ ନେଇ ଏସ୍‌ଓପି ଜାରି କରିବେ ରାଜ୍ୟ ସରକାର।

ସୂଚନାଯୋଗ୍ୟ, କରୋନା କଟକଣା ଭିତରେ ମନ୍ଦିର ଖୋଲିବା ଦାବିରେ ଗତକାଲି ପୂର୍ବାହ୍ନ ୯ଟାରେ ୯ ମିନିଟ ପାଇଁ ବାଜିଲା ଘଣ୍ଟଘଣ୍ଟା। ଏହାବ୍ୟତୀତ ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।

ଅନ୍ୟ ରାଜ୍ୟରେ ମନ୍ଦିର ଖୋଲି ସାରିଥିବା ବେଳେ ଆମ ରାଜ୍ୟରେ ମନ୍ଦିର ଖୋଲିବା ନିମନ୍ତେ ବିଭିନ୍ନ ମହଲରୁ ଚାପ ପଡ଼ି ଆସୁଥିଲା। ନିଜ  ଜୀବିକା ନିମନ୍ତେ ପୂଜକ, ସେବାୟତ ଦୀର୍ଘ ଦିନ ହେଲା ମନ୍ଦିର ଖୋଲିବାକୁ ଦାବି ଜଣାଇ ଆସୁଥିବା ବେଳେ ଏନେଇ ଏବେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story