ବଜେଟ୍‌ ପାଇଁ ମତାମତ ଲୋଡ଼ିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍‌ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ସାଧାରଣ ଲୋକମାନେ ଇ-ମେଲ୍‌ odisha.budget@gov.in, ୯୪୩୮୧୬୧୧୧୧ ନମ୍ୱରରେ ହ୍ୱାଟ୍ସଆପ୍‌ ଓ SMSରେ ପଠାଇପାରିବେ। ଆଜିଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ […]

Manoranjan Sial
  • Published: Tuesday, 04 June 2019
  • Updated: 20 June 2019, 05:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍‌ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ସାଧାରଣ ଲୋକମାନେ ଇ-ମେଲ୍‌ odisha.budget@gov.in, ୯୪୩୮୧୬୧୧୧୧ ନମ୍ୱରରେ ହ୍ୱାଟ୍ସଆପ୍‌ ଓ SMSରେ ପଠାଇପାରିବେ। ଆଜିଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos