ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିବ ଫସଲବୀମା ପଞ୍ଜିକରଣ ଅବଧି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ଦେଖାଦେବାର ଆଶଙ୍କା ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଅବଧି ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜୁଲାଇ ୩୧ ତାରିଖ ଫସଲବୀମା ପଞ୍ଜିକରଣର ଶେଷ ତାରିଖ ଥିବାବେଳେ ଚାଷୀମାନଙ୍କ ତଥ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ଅପଲୋଡ୍ କରିବାରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିବ। ରାଜ୍ୟ […]

u-20

u-20

Biswobandita Swain
  • Published: Tuesday, 13 August 2019
  • Updated: 13 August 2019, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ଦେଖାଦେବାର ଆଶଙ୍କା ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଅବଧି ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜୁଲାଇ ୩୧ ତାରିଖ ଫସଲବୀମା ପଞ୍ଜିକରଣର ଶେଷ ତାରିଖ ଥିବାବେଳେ ଚାଷୀମାନଙ୍କ ତଥ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ଅପଲୋଡ୍ କରିବାରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଅନୁରୋଧ କରିବ।

ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଆଜି ଓଡ଼ିଶା ସରକାରଙ୍କ ସମବାୟ ସଚିବଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଅବଧିକୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ୨୦୧୯ ଖରିଫ ଋତୁରେ ୨୭.୫ଲକ୍ଷ ଚାଷୀଙ୍କୁ ଫସଲବୀମା ଅନ୍ତର୍ଗତ ପଞ୍ଜିକରଣ ପାଇଁ ଲକ୍ଷ୍ୟ ରଖାଯାଇ ଥିଲା। ବୀମା ପଞ୍ଜିକରଣ ପାଇଁ ଆବେଦନ ନିମନ୍ତେ ଶେଷ ତାରିଖ ଜୁଲାଇ ୩୧ତାରିଖ ଥିଲା। ତେବେ ଆବେଦନକାରୀ ଚାଷୀଙ୍କ ଜମି ବିବରଣୀ, ଆଧାର ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଫସଲବୀମା ପୋର୍ଟାଲରେ ଅପଲୋଡ୍ କରିବାର ଶେଷ ତାରିଖ ଅଗଷ୍ଟ ୧୬ତାରିଖ ରହିଛି। କିନ୍ତୁ ଏହି ଅବଧି ମଧ୍ୟରେ ଏତେ ସଂଖ୍ୟକ ଆବେଦନକାରୀଙ୍କ ତଥ୍ୟ ଅପଲୋଡ୍ କରିବା ସମ୍ଭବପର ହୋଇ ନଥିବାରୁ ଏହାକୁ ଅନ୍ତତଃ ପକ୍ଷେ ଆଉ ମାସେ ବଢ଼ାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ସେ ଚିଠି ଲେଖିଛନ୍ତି।

ସେ କହିଛନ୍ତି ଯେ ଅଗଷ୍ଟ ୭ତାରିଖ ସୁଦ୍ଧା ୧୩ ଲକ୍ଷ ୭୮ହଜାର ଆବେଦନକାରୀ ଚାଷୀଙ୍କ ତଥ୍ୟକୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୋର୍ଟାଲରେ ଅପଲୋଡ୍ କରାଯାଇଛି। ତଥାପି ଆହୁରି ୬ରୁ ୭ଲକ୍ଷ ଚାଷୀଙ୍କ ଆବେଦନ ପଡ଼ି ରହିଛି। ଏସବୁ ଚାଷୀଙ୍କ ତଥ୍ୟକୁ ଅପଲୋଡ୍ କରିବା ପାଇଁ ସମୟ ଲାଗୁଥିବାରୁ ୨୦୧୯ ଖରିଫ ଚାଷ ପାଇଁ ଫସଲବୀମା ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ ସେ କହିଛନ୍ତି। ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ବୀମା ପଞ୍ଜିକରଣ ଅବଧିକୁ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story