ସବୁଜ ବଳୟ ସୃଷ୍ଟି ପାଇଁ ୨୦୦କୋଟି ଟଙ୍କାର ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଉପକୂଳ ଅଞ୍ଚଳରେ ସବୁଜବଳୟର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨୦୦କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷରୋପଣ କରାଯିବ। ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବ। ଉପୁଡ଼ି ଯାଇଥିବା କିନ୍ତୁ ବଞ୍ôଚଯାଇଥିବା ୩୦ହଜାର ଗଛର ପୁନରୁଦ୍ଧାର ମଧ୍ୟ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟରରେ ଫଳଚାଷ […]

sadx

sadx

Manoranjan Sial
  • Published: Saturday, 18 May 2019
  • Updated: 18 May 2019, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପ୍ରଭାବିତ ଉପକୂଳ ଅଞ୍ଚଳରେ ସବୁଜବଳୟର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨୦୦କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି।

ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷରୋପଣ କରାଯିବ। ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବ। ଉପୁଡ଼ି ଯାଇଥିବା କିନ୍ତୁ ବଞ୍ôଚଯାଇଥିବା ୩୦ହଜାର ଗଛର ପୁନରୁଦ୍ଧାର ମଧ୍ୟ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟରରେ ଫଳଚାଷ କରାଯିବ। ୫ଲକ୍ଷ ଫଳ ଚାରା ଯୋଗାଇଦିଆଯିବା ସହ ଲୋକଙ୍କ ଘରବାରିରେ ୪ଲକ୍ଷ ନ୍ୟୁଟ୍ରି-ଗାର୍ଡେନ କରାଯିବ। ୫ବର୍ଷ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ବାତ୍ୟାଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରାରୋପଣ ଓ ଆବଣ୍ଟ କରାଯାଇଥିବାବେଳେ ଚଳିତବର୍ଷ ଏହାର ଦୁଇଗୁଣ ୧.୩୦କୋଟି ଚାରା ବଣ୍ଟନ କରାଯିବ। ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ଲକ୍ଷ ଚାରା ମାଗଣାରେ ଦିଆଯିବ।

ତେବେ ବାତ୍ୟା ପାଇଁ ଆଜି ମଞ୍ଜୁର ହୋଇଥିବା ଏହି ୨୦୦କୋଟି ଟଙ୍କାର ସବୁଜବଳୟ ସୃଷ୍ଟି ଯୋଜନାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ଗତବର୍ଷ ରାଜ୍ୟ ସରକାର ‘ମହାନଦୀ ମିଶନ’ ନାଁରେ ରାଜ୍ୟର ମହାନଦୀ ଉପକୂଳ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ପାଇଁ ୫୦୦କୋଟି ଟଙ୍କା ବ୍ୟୟଧାର୍ଯ୍ୟ କରିଥିଲେ। ଏହି ମହାନଦୀ ମିଶନରେ ବ୍ୟାପକ ଅର୍ଥ ଅନିୟମିତତାର ଅଭିଯୋଗ ହୋଇଥିବାବେଳେ ଏବେ ଆଉ ୨୦୦କୋଟି ଟଙ୍କା ରାଜକୋଷ ଅର୍ଥ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story