ସରକାରୀ କର୍ମଚାରୀଙ୍କ ବିଦେଶ ଗସ୍ତ ଉପରେ ଥିବା କଟକଣା ହଟିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ବିଦେଶ ଗସ୍ତ ଉପରେ ଥିବା ଅଙ୍କୁଶକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଯଦି କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ କାରଣରୁ ବିଦେଶ ବୁଲିବା ପାଇଁ ଯିବେ, ତା’ହେଲେ ତାଙ୍କୁ ଆଉ ରାଜ୍ୟ ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ଦଶହରା ପୂଜାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସଂଶୋଧିତ ଗାଇଡଲାଇନ୍ ଜାରି […]

secretariat-odisha

secretariat-odisha

Manoranjan Sial
  • Published: Friday, 30 August 2019
  • Updated: 30 August 2019, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କ ବିଦେଶ ଗସ୍ତ ଉପରେ ଥିବା ଅଙ୍କୁଶକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଯଦି କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ କାରଣରୁ ବିଦେଶ ବୁଲିବା ପାଇଁ ଯିବେ, ତା’ହେଲେ ତାଙ୍କୁ ଆଉ ରାଜ୍ୟ ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ଦଶହରା ପୂଜାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସଂଶୋଧିତ ଗାଇଡଲାଇନ୍ ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ ସେବାରେ ଉଲ୍ଲେଖନୀୟ ସୁଧାର ଆସିଥିବାରୁ ଏବେ ବ୍ୟକ୍ତିଗତ କାରଣରୁ ବିଦେଶ ଯିବା ଏକ ସାଧାରଣ କଥା ପାଲଟିଗଲାଣି। ପୂର୍ବରୁ ମଧ୍ୟ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ୨୦୦୭ ମସିହାରେ ଏକ ନିର୍ଦ୍ଦେଶନାମା ଜାରି କରି ସର୍ବଭାରତୀୟ ସେବାର ଅଫିସରମାନେ ଯଦି ବ୍ୟକ୍ତିଗତ କାରଣରୁ ବିଦେଶ ଗସ୍ତରେ ଯାଆନ୍ତି ତେବେ ସେଥିପାଇଁ ସେମାନଙ୍କୁ ଅନୁମତି ନେବାର ଆବଶ୍ୟକତା ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କ,ଖ,ଗ ଏବଂ ଘ ବର୍ଗର କର୍ମଚାରୀଙ୍କ ବିଦେଶ ଗସ୍ତ ପାଇଁ ସରକାରୀ ଅନୁମତିର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସରକାରୀ କାର୍ଯ୍ୟରୁ ଛୁଟିରେ ରହି କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ବିଦେଶ ଗସ୍ତରେ ଯାଇପାରିବେ।ତେବେ ସରକାରୀ କାର୍ଯ୍ୟରେ ବିଦେଶ ଗସ୍ତ କିମ୍ବା ବିଦେଶୀ ସଂସ୍ଥାର ନିମନ୍ତ୍ରଣକ୍ରମେ ବିଦେଶ ଗସ୍ତ ପାଇଁ କର୍ମଚାରୀଙ୍କୁ ପୂର୍ବଭଳି ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story