ବୁଲବୁଲ୍ କ୍ଷୟକ୍ଷତି ପାଇଁ ଏନଡିଆରଏଫରୁ ସହାୟତା ମାଗିନି ଓଡ଼ିଶା: କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ପ୍ରଥମ ସପ୍ତାହରେ ଆସିଥିବା ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏନଡିଆରଏଫରୁ ଅତିରିକ୍ତ ସହାୟତା ନିମନ୍ତେ କୌଣସି ସ୍ମାରକପତ୍ର ଦେଇନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସ୍ପଷ୍ଟ କରିଛନ୍ତି। ଲୋକସଭାରେ ଏ ସମ୍ପର୍କରେ ଲିଖିତ ସୂଚନା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ କହିଛନ୍ତି ଯେ, ବୁଲବୁଲ୍ ବାତ୍ୟା ପରେ କେନ୍ଦ୍ର ସରକାର ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ନିମନ୍ତେ ଏକ ଆନ୍ତଃ ମନ୍ତ୍ରଣାଳୟ […]

oman

oman

Tapas Behera
  • Published: Tuesday, 03 December 2019
  • Updated: 03 December 2019, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ପ୍ରଥମ ସପ୍ତାହରେ ଆସିଥିବା ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏନଡିଆରଏଫରୁ ଅତିରିକ୍ତ ସହାୟତା ନିମନ୍ତେ କୌଣସି ସ୍ମାରକପତ୍ର ଦେଇନାହାନ୍ତି ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସ୍ପଷ୍ଟ କରିଛନ୍ତି।
ଲୋକସଭାରେ ଏ ସମ୍ପର୍କରେ ଲିଖିତ ସୂଚନା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ କହିଛନ୍ତି ଯେ, ବୁଲବୁଲ୍ ବାତ୍ୟା ପରେ କେନ୍ଦ୍ର ସରକାର ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ନିମନ୍ତେ ଏକ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। ଏହି ଟିମ୍ ପ୍ରଭାବିତ ଦୁଇ ରାଜ୍ୟକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଏନଡିଆରଏଫରୁ ଅତିରିକ୍ତ ସହାୟତା ପାଇଁ ଉଭୟ ରାଜ୍ୟ ସରକାର କୌଣସି ସ୍ମାରକପତ୍ର(ଦାବିପତ୍ର) ଦାଖଲ କରିନାହାନ୍ତି । ବିପର୍ଯ୍ୟୟ ପରିଚାଳନାର ପ୍ରାଥମିକତା ଦାୟିତ୍ୱ ରାଜ୍ୟ ସରକାରଙ୍କ ଦାୟିତ୍ୱ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ଅତିରିକ୍ତ ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି।
ତେବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ, ଆର୍ଥିକ ସହାୟତା ଓ କ୍ଷୟକ୍ଷତି ଆକଳନ ଆଦି କାର୍ଯ୍ୟ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରୁ ରାଜ୍ୟ ସରକାରମାନେ ଅର୍ଥ ଖର୍ଚ୍ଚ କରିବାର ପ୍ରାବଧାନ ରହିଛି। ୨୦୧୯ ଏପ୍ରିଲ ପହିଲା ସୁଦ୍ଧା ଓଡ଼ିଶା ସରକାରଙ୍କ ଏସଡିଆରଏଫ ପାଣ୍ଠିରେ ୪୪୭.୫୨କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ନିଜର ଅଂଶଧନ ବାବଦରେ କେନ୍ଦ୍ର ସରକାର ୫୫୨କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ)ରୁ ଅତିରିକ୍ତ ସହାୟତା ପାଇଁ ଆବଶ୍ୟକ ପ୍ରକ୍ରିୟା ରହିଛି। ଯାହାକୁ ରାଜ୍ୟ ସରକାରଗୁଡ଼ିକ ପାଳନ କରିବା ପରେ ହିଁ ଏଥିରୁ ସହାୟତା ଯୋଗାଇ ଦିଆଯାଇଥାଏ।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ ଆହୁରି ମଧ୍ୟ କହିଛନ୍ତି ଯେ, ବୁଲବୁଲ୍ ଯୋଗୁ ଓଡ଼ିଶାରେ ମୋଟ ୩୮.୦୮ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ତେବେ କେହି ମୃତାହତ ହୋଇନାହାନ୍ତି। ମାତ୍ର ସଡ଼କ, ବ୍ରିଜ୍, ଘର ଆଦି କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ବୁଲବୁଲ୍ ବାତ୍ୟାରେ ମୋଟ ୩ଲକ୍ଷ ହେକ୍ଟର ଚାଷ ଜମି, ୫୫୦୦ ବାସଘର ନଷ୍ଟ ହୋଇଥିବାବେଳେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିଲେ।
ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ନଭେମ୍ବର ୧୪ ଓ ୧୫ତାରିଖ ଦୁଇଦିନ ଧରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ରାଜ୍ୟ ସରକାରଙ୍କ ତ୍ୱରିତ୍ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଓଡ଼ିଶା ସରକାର ନଭେମ୍ବର ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବେ ବୋଲି ସୂଚନା ଦେଇଥିଲେ, ମାତ୍ର ଆଜିସୁଦ୍ଧା ଏହି କ୍ଷୟକ୍ଷତିର ସ୍ମାରକପତ୍ର ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story