ଓଡ଼ିଶା ଯୋଜନା ବୋର୍ଡ ସ୍ୱତନ୍ତ୍ର ସଚିବ ହେଲେ ସୁଜିତ କୁମାର

ଭୁବନେଶ୍ୱର: ଓଡ଼ିଶା ଯୋଜନା ବୋର୍ଡର ସ୍ୱତନ୍ତ୍ର ସଚିବ ଭାବେ ସୁଜିତ କୁମାର ନିଯୁକ୍ତ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସୁଜିତ୍ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସଚିବାଳୟରେ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବାବେଳେ ଉପାଧ୍ୟକ୍ଷ ଅଛନ୍ତି ଏନ୍. ଭାସ୍କର ରାଓ। କିଛିମାସ ତଳେ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ରବି ନାରାୟଣ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ […]

sec

sec

Rakesh Mallick
  • Published: Monday, 04 January 2016
  • Updated: 04 January 2016, 03:16 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଯୋଜନା ବୋର୍ଡର ସ୍ୱତନ୍ତ୍ର ସଚିବ ଭାବେ ସୁଜିତ କୁମାର ନିଯୁକ୍ତ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସୁଜିତ୍ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସଚିବାଳୟରେ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବାବେଳେ ଉପାଧ୍ୟକ୍ଷ ଅଛନ୍ତି ଏନ୍. ଭାସ୍କର ରାଓ। କିଛିମାସ ତଳେ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ରବି ନାରାୟଣ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ ଓଡ଼ିଶା ଯୋଜନା ବୋର୍ଡର ସ୍ୱତନ୍ତ୍ର ସଚିବ ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ମିଳିଛି। ବିଭିନ୍ନ ଯୋଜନା ପ୍ରସ୍ତୁତରେ ସରକାରଙ୍କୁ ସହଯୋଗ କରିବେ ବୋଲି ସୁଜିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story