ସବୁ ବ୍ଲକରେ ପି’ ପାସ୍‌ ଜରିଆରେ ଧାନ ସଂଗ୍ରହ କରାଯିବ

ଭୁବନେଶ୍ୱର: ଚଳିତବର୍ଷ ଖରିଫ୍‌ ଋତୁରେ ରାଜ୍ୟର ୨୯୭ଟି ବ୍ଲକରେ ପି’ ପାସ୍‌ ଜରିଆରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଚାଷୀଙ୍କୁ ପ୍ରାପ୍ୟ ଦିଆଯିବ ବୋଲି ସମ୍ୱଲପୁରରେ ଖରିଫ୍‌ ଧାନ ସଂଗ୍ରହ ସମ୍ପର୍କିତ ବୈଠକରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। “ଧାନ କିଣା ପାଇଁ ଭୂ-ଲେଖ ଡାଟାବେସ୍‌ ବ୍ୟବସ୍ଥା କରାଯିବ। ମଣ୍ଡିରେ ଧାନ ବିକ୍ରିର ୩ରୁ ୪ […]

paddy-in-mandi

paddy-in-mandi

Rakesh Mallick
  • Published: Friday, 04 November 2016
  • Updated: 04 November 2016, 08:01 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ଖରିଫ୍‌ ଋତୁରେ ରାଜ୍ୟର ୨୯୭ଟି ବ୍ଲକରେ ପି’ ପାସ୍‌ ଜରିଆରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଚାଷୀଙ୍କୁ ପ୍ରାପ୍ୟ ଦିଆଯିବ ବୋଲି ସମ୍ୱଲପୁରରେ ଖରିଫ୍‌ ଧାନ ସଂଗ୍ରହ ସମ୍ପର୍କିତ ବୈଠକରେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

“ଧାନ କିଣା ପାଇଁ ଭୂ-ଲେଖ ଡାଟାବେସ୍‌ ବ୍ୟବସ୍ଥା କରାଯିବ। ମଣ୍ଡିରେ ଧାନ ବିକ୍ରିର ୩ରୁ ୪ ଦିନ ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। ତେବେ ଧାନ ବିକ୍ରି ସମୟରେ ଆଧାରକାର୍ଡ଼ ବାଧ୍ୟତାମୂଳକ କରାଯିବା ନାହିଁ” ବୋଲି ମନ୍ତ୍ରୀ କହିଛନ୍ତି।

ଏବେ ସୁଦ୍ଧା ଧାନ ବିକ୍ରି ପାଇଁ ୮ ଲକ୍ଷ ୮୧,୯୨୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।

ଆଜି ଉତ୍ତରାଞ୍ଚଳ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଦାସବର୍ମାଙ୍କ ସମେତ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ରୋହିତ ପୂଜାରୀ, ବିଭାଗୀୟ ସଚିବ, ଆରଡିସି ଓ ୧୨ଟି ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story