ପଛୁଆ ଜିଲ୍ଲାର କରୁଣ ଦୃଶ୍ୟ: ଖଟିଆରେ ୧୫ କିମି ବୁହା ହେଲେ ଯନ୍ତ୍ରଣା ଜର୍ଜରିତ ଗର୍ଭବତୀ

କଳାହାଣ୍ଡି(ରାଜକୁମାର ସିଂହଦେଓ): ମିଳିଲାନି ଆମ୍ବୁଲାନ୍ସ। ଖଟିଆରେ ୧୫ କିମି ବୁହା ହେଲେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ। ପାହାଡ଼ିଆ ଚଲା ରାସ୍ତାରେ ତାଙ୍କୁ ବୋହି ଡାକ୍ତରଖାନା ଆଣିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ପୋଡ଼ାପଦର ପଂଚାୟତର ଦୁର୍ଗମ ଉପର ପଙ୍ଗା ଗାଁରେ ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗାଁ’ର ଗର୍ଭବତୀ ମହିଳା ଅଞ୍ଜଳୀ ହରିଜନଙ୍କୁ ଖଟିଆରେ ପ୍ରାୟ ୧୫କିଲୋମିଟର ପାହାଡିଆ ରାସ୍ତାରେ ଆଣାଯାଇଥିଲା। ପରେ ତାଙ୍କୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚାଲୁଥିବା […]

Bhara

Bhara

Niranjan Mishra
  • Published: Wednesday, 14 September 2022
  • Updated: 14 September 2022, 02:04 PM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂହଦେଓ): ମିଳିଲାନି ଆମ୍ବୁଲାନ୍ସ। ଖଟିଆରେ ୧୫ କିମି ବୁହା ହେଲେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀ। ପାହାଡ଼ିଆ ଚଲା ରାସ୍ତାରେ ତାଙ୍କୁ ବୋହି ଡାକ୍ତରଖାନା ଆଣିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ପୋଡ଼ାପଦର ପଂଚାୟତର ଦୁର୍ଗମ ଉପର ପଙ୍ଗା ଗାଁରେ ଆଜି ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗାଁ’ର ଗର୍ଭବତୀ ମହିଳା ଅଞ୍ଜଳୀ ହରିଜନଙ୍କୁ ଖଟିଆରେ ପ୍ରାୟ ୧୫କିଲୋମିଟର ପାହାଡିଆ ରାସ୍ତାରେ ଆଣାଯାଇଥିଲା।

ପରେ ତାଙ୍କୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚାଲୁଥିବା ବୋଟ ଆମ୍ବୁଲାନ୍ସ ମଧ୍ୟମରେ ପଡ଼ୋଶୀ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳଖୁଣ୍ଟି ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଏହି ମା’କୁ ଏଭଳି ଯନ୍ତ୍ରଶ ଭୋଗିବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ଏକଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିବା ପରେ ରାଜ୍ୟ ସରକାରଙ୍କ ବିକାଶ କଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଗର୍ଭବତିଙ୍କୁ ବୋହିବାରେ ସାହାଯ୍ୟ କରିଥିବା ପୋଡ଼ା ପଦର ପଞ୍ଚାୟତ ସମିତି ସଭ୍ୟ ଅକ୍ଷୟ ହରିଜନ କହିଛନ୍ତି, ସରକାରଙ୍କ ପଛୁଆ ଅଞ୍ଚଳର ବିକାଶ ନାରା ପ୍ରହସନ ପାଲଟିଛି। କଳାହାଣ୍ଡି ଆକାଂକ୍ଷା ଜିଲ୍ଲା ବୋଲି ସରକାର ଡିଣ୍ଡିମ ପିଟୁ ଥିବା ବେଳେ ଆଜି ବି ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି। ରାସ୍ତା ଖଣ୍ଡିଏ ପାଇଁ ହିନସ୍ତା ହେଉଛନ୍ତି ଶହ ଶହ ଲୋକେ। ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ୍ ବି ରାସ୍ତା ଘାଟର ସୁବିଧା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଭାରରେ ଆଣି ମେଡିକାଲରେ ଭର୍ତ୍ତି କରାଯାଉଛି। ତୁରନ୍ତ ସରକାର ପଛୁଆ ଅଞ୍ଚଳର ସବୁ ଗାଁକୁ ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story