ଓଡ଼ିଶା ପ୍ରଫେସନାଲ୍ ଏଜୁକେଶନ୍ ଆକ୍ଟ ସଂଶୋଧନ ଦାବି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କ ପାଇଁ ସିଟ୍ ମଧ୍ୟ ଅଛି। ମାତ୍ର ଓଡ଼ିଶା ପ୍ରଫେସନାଲ୍ ଏଜୁକେଶନ୍ ଆକ୍ଟ-୨୦୦୭ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ କଲେଜର ସିଟ୍ ଖାଲି ପଡୁଛି। ତେଣୁ ଏହି ଆଇନ ସଂଶୋଧନ ପାଇଁ ଦାବି କରିଛି ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ଆସୋସିଏଶନର ସମ୍ପାଦକ। ସଚିବାଳୟରେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ […]

sanjaya

sanjaya

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 02:08 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କ ପାଇଁ ସିଟ୍ ମଧ୍ୟ ଅଛି। ମାତ୍ର ଓଡ଼ିଶା ପ୍ରଫେସନାଲ୍ ଏଜୁକେଶନ୍ ଆକ୍ଟ-୨୦୦୭ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ କଲେଜର ସିଟ୍ ଖାଲି ପଡୁଛି। ତେଣୁ ଏହି ଆଇନ ସଂଶୋଧନ ପାଇଁ ଦାବି କରିଛି ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ଆସୋସିଏଶନର ସମ୍ପାଦକ। ସଚିବାଳୟରେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ସେ ଆଲୋଚନା କରିବା ସହ ଆସୋସିଏଶନ ୮ ଦଫ। ଦାବି ଉପସ୍ଥାପନ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ଆସନ୍ତା ୯ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିବା ମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos