ରାଖାଲ ମହାନ୍ତି ଓ ସଚ୍ଚି ଦାସ ପାଇବେ ‘ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର: ୨୦୧୪ ଓ ୨୦୧୫ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୧୪ ପାଇଁ ରାଖାଲ ଚନ୍ଦ୍ର ମହାନ୍ତିଙ୍କୁ ଏକାଡେମୀର ସର୍ବୋଚ୍ଚ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ। ସେହିପରି ୨୦୧୫ ପାଇଁ ଏହି ପୁରସ୍କାର ସଚ୍ଚି ଦାସ ପାଇବେ। ମୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଏକାଡେମୀ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏଥିସହ ଉଭୟ ବର୍ଷ ପାଇଁ ୧୫ଟି […]

akdemi

akdemi

Rakesh Mallick
  • Published: Wednesday, 09 March 2016
  • Updated: 10 March 2016, 05:40 AM IST

Sports

Latest News

ଭୁବନେଶ୍ୱର: ୨୦୧୪ ଓ ୨୦୧୫ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୧୪ ପାଇଁ ରାଖାଲ ଚନ୍ଦ୍ର ମହାନ୍ତିଙ୍କୁ ଏକାଡେମୀର ସର୍ବୋଚ୍ଚ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବ। ସେହିପରି ୨୦୧୫ ପାଇଁ ଏହି ପୁରସ୍କାର ସଚ୍ଚି ଦାସ ପାଇବେ।

ମୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଏକାଡେମୀ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏଥିସହ ଉଭୟ ବର୍ଷ ପାଇଁ ୧୫ଟି ବିଭାଗରେ ଏକାଡେମୀ ସମ୍ମାନ ପାଇବାକୁ ଥିବା ୩୦ ଜଣଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତା ୨୯ ତାରିଖରେ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story