ଓଡ଼ିଶା ସରକାର ନିୟମିତ ଚାଷୀଙ୍କ ସହ ସମ୍ପର୍କରେ ରହୁନାହାନ୍ତି: ୱାଟରମ୍ୟାନ୍ ରାଜେନ୍ଦ୍ର ସିଂ

ଭୁବନେଶ୍ୱର: ଓଡ଼ିଶା ସରକାର ନିୟମିତ ଭାବେ ଚାଷୀଙ୍କ ସହ ସମ୍ପର୍କରେ ନାହାନ୍ତି । ଫଳରେ ଚାଷୀଙ୍କ ସମସ୍ୟା ବୁଝୁ ନ ଥିବାରୁ ଚାଷୀ ଆତ୍ମହତ୍ୟା ବଢୁଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମତ ଦେଇଛନ୍ତି ମାଗାସେସ୍ ପୁରସ୍କାର ବିଜେତା ତଥା ୱାଟରମ୍ୟାନ୍ ଭାବେ ପରିଚିତ ରାଜେନ୍ଦ୍ର ସିଂ । ବର୍ତ୍ତମାନ ସମୟରେ ଅସ୍ୱାଭାବିକ ବର୍ଷାକୁ ଚାଷୀ ବୁଝି ପାରୁ […]

waterman

waterman

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 04:09 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସରକାର ନିୟମିତ ଭାବେ ଚାଷୀଙ୍କ ସହ ସମ୍ପର୍କରେ ନାହାନ୍ତି । ଫଳରେ ଚାଷୀଙ୍କ ସମସ୍ୟା ବୁଝୁ ନ ଥିବାରୁ ଚାଷୀ ଆତ୍ମହତ୍ୟା ବଢୁଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମତ ଦେଇଛନ୍ତି ମାଗାସେସ୍ ପୁରସ୍କାର ବିଜେତା ତଥା ୱାଟରମ୍ୟାନ୍ ଭାବେ ପରିଚିତ ରାଜେନ୍ଦ୍ର ସିଂ । ବର୍ତ୍ତମାନ ସମୟରେ ଅସ୍ୱାଭାବିକ ବର୍ଷାକୁ ଚାଷୀ ବୁଝି ପାରୁ ନାହିଁ, ଫଳରେ ଫସଲ ଭଲ ହେଉ ନାହିଁ। ରାଜ୍ୟ ସରକାର ମଧ୍ୟ ଜଳବାୟୁ ଓ ମାନବୀୟ ପରିବର୍ତ୍ତନକୁ ଠିକ୍ ଭାବେ ବୁଝୁ ନ ଥିବାରୁ ସମସ୍ୟା ଉପୁଜୁଛି। ଏଭଳି ସ୍ଥଳରେ ରାଜ୍ୟର ନଦୀଗୁଡ଼ିକ ଉପରେ ଧ୍ୟାନ ଦିଆଯିବାର ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।  ୪ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜେନ୍ଦ୍ର ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀ ନଦୀ ଅବବାହିକା ପରିଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story