ଧାନ କିଣା ଦୁର୍ନୀତିରେ ସରକାରୀ କଳ: ସ୍ୱତନ୍ତ୍ର ଅଡିଟ୍‌ରୁ ଧରାପଡ଼ିଲା ଚୋରି

ଭୁବନେଶ୍ୱର: ଧାନ କିଣା ଦୁର୍ନୀତିରେ ସରକାରୀ ସଂସ୍ଥା ସମ୍ପୃକ୍ତ ଅଛନ୍ତି। ସ୍ୱତନ୍ତ୍ର ଅଡିଟ୍‌ରୁ ଏହା ଜଣାପଡ଼ିବା ପରେ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫- ୧୬ ବର୍ଷରେ କେନ୍ଦ୍ରାପଡାରେ ମାର୍କଫେଡ୍ ଧାନକିଣା କିଣୁଥିଲା। ଏହି ସମୟରେ ମିଲରଙ୍କ ସହ ମିଶି ମାର୍କଫେଡର ଅଧିକାରୀମାନେ କାଗଜ କଲମରେ ଧାନ କିଣି ଲକ୍ଷ ଲକ୍ଷ ଟଙ୍କା ହଡପ୍‌ କରିଛନ୍ତି। ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଦୁର୍ନୀତି କରିଥିବା ମାର୍କଫେଡ୍‌ର ଅଧିକାରୀଙ୍କ ବିରୋଧରେ ୨ ମାସ ଭିତରେ […]

paddy-in-mandi

paddy-in-mandi

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 08:52 PM IST

Sports

Latest News

ଭୁବନେଶ୍ୱର: ଧାନ କିଣା ଦୁର୍ନୀତିରେ ସରକାରୀ ସଂସ୍ଥା ସମ୍ପୃକ୍ତ ଅଛନ୍ତି। ସ୍ୱତନ୍ତ୍ର ଅଡିଟ୍‌ରୁ ଏହା ଜଣାପଡ଼ିବା ପରେ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୫- ୧୬ ବର୍ଷରେ କେନ୍ଦ୍ରାପଡାରେ ମାର୍କଫେଡ୍ ଧାନକିଣା କିଣୁଥିଲା। ଏହି ସମୟରେ ମିଲରଙ୍କ ସହ ମିଶି ମାର୍କଫେଡର ଅଧିକାରୀମାନେ କାଗଜ କଲମରେ ଧାନ କିଣି ଲକ୍ଷ ଲକ୍ଷ ଟଙ୍କା ହଡପ୍‌ କରିଛନ୍ତି। ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଦୁର୍ନୀତି କରିଥିବା ମାର୍କଫେଡ୍‌ର ଅଧିକାରୀଙ୍କ ବିରୋଧରେ ୨ ମାସ ଭିତରେ ସରଚାର୍ଜ ପ୍ରୋସିଡିଂ ଓ ସଂପୃକ୍ତ ମିଲ୍‌ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ଲେଖିଛି। ସେହିପରି କ୍ଷତି ଟଙ୍କା ଭରଣା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ଅନ୍ୟପକ୍ଷରେ କଟକ କନ୍ଦରପୁର ସମବାୟ ସମିତିରେ ମଧ୍ୟ ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ସ୍ଥାନୀୟ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମଧ୍ୟ ତଦନ୍ତ କରିବାକୁ ସମବାୟ ବିଭାଗର ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story