ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବାପରେ ଏବେ ସମବାୟ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଆସନ୍ତା ଜୁନ୍ ମାସରେ ସମବାୟ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଥମିକ ସଦସ୍ୟ ଥିବା ପ୍ରାୟ ୩୦ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟର ୭୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ […]

OSBC

OSBC

Ordigital Desk
  • Published: Thursday, 24 March 2022
  • Updated: 24 March 2022, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବାପରେ ଏବେ ସମବାୟ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଆସନ୍ତା ଜୁନ୍ ମାସରେ ସମବାୟ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଥମିକ ସଦସ୍ୟ ଥିବା ପ୍ରାୟ ୩୦ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟର ୭୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ସମବାୟ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ମାତ୍ର ଏବେ ସ୍ଥିତିରେ ସୁଧାର ଆସିବା ସହ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇସାରିଥିବାରୁ ସମବାୟ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ଅବା ଏପ୍ରିଲ ପ୍ରଥମ ସପ୍ତାହରେ ସମବାୟ ନିର୍ବାଚନ ନିମନ୍ତେ ସରକାର ପ୍ରସ୍ତୁତ ଥିବା ଦର୍ଶାଇ ବିଜ୍ଞପ୍ତି ଜାରି କରିବା ସହ ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି ।

ରାଜ୍ୟ ସରକାର ସମବାୟ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସମବାୟ ବିଭାଗରେ କର୍ମଚାରୀ ଅଭାବ ଥିଲେ ଭିଏଲଡବ୍ଲ୍ୟୁ, ଭିଏଡବ୍ଲ୍ୟୁ ,ପଂଚାୟତ ନିର୍ବାହୀ ଅଧିକାରୀ, ପ୍ରାଣୀଧନ ନିରୀକ୍ଷକମାନଙ୍କୁ ମଧ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସମବାୟ ନିର୍ବାଚନ ପାଇଁ ମତଦାନ କେନ୍ଦ୍ର ଚିହ୍ନଟ ସହ, ରୁଟ୍ ଚାର୍ଟ , ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ , ନିର୍ବାଚନ ପାଇଁ କେତେ ବାଲାଟ ବାକ୍ସ ଆବଶ୍ୟକ, କେତେ ଅଛି ଓ କେତେ କିଣାଯିବ ସେ ସମ୍ପର୍କରେ ସମସ୍ତ ସମବାୟ ଡିଭିଜନ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ଦେଇଥିବା ଜଣାପଡ଼ିଛି।

ସମବାୟ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଖୁବଶୀଘ୍ର ସମବାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସମବାୟ ନିର୍ବାଚନ କମିଶନରଙ୍କୁ ନିଜର ସମ୍ମତି ଜଣାଇବେ । ଏହାପରେ ନିର୍ବାଚନ କମିଶନର ୬୦ଦିନ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିବେ । ଆଉ ସେଥିରୁ ୩୫ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ପ୍ରୋଭିଜିନାଲ ତାଲିକା ଜାରିଠୁ ଆରମ୍ଭ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ,ଯାଂଚ,ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ ।

ରାଜ୍ୟର ୭୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ସଦସ୍ୟ ଥିବା ପ୍ରାୟ ୩୦ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହାପରେ କେନ୍ଦ୍ରୀୟ ଓ ଶୀର୍ଷ ସମବାୟ ସଂସ୍ଥା ପାଇଁ ନିର୍ବାଚନ ପ୍ରକ୍ରିୟା ମଧ୍ୟ ସେହି ଢାଂଚାରେ ହେବ । ପ୍ରତି ୫ବର୍ଷରେ ରାଜ୍ୟରେ ସମବାୟ ନିର୍ବାଚନ ହୋଇଥାଏ କିନ୍ତୁ ୨୦୨୦ ମସିହାରେ ସବୁ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କରାଇ ନଥିଲେ । ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକରେ ଚାଷୀମାନେ ହିଁ ସଦସ୍ୟ ଥିବାରୁ ଶାସକ ବିଜେଡି ଏସବୁ ସଂସ୍ଥାକୁ ନିଜ ଦଖଲକୁ ନେବା ପାଇଁ ପ୍ରୟାସ କରିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story