ସମ୍ବଲପୁରରେ ଆଇଆଇଏମ୍ ପ୍ରସଙ୍ଗ: ଗୁରୁବାର ସୁଦ୍ଧା ମନ୍ତ୍ରଣାଳୟକୁ ରିପୋର୍ଟ ଦେବ କେନ୍ଦ୍ରୀୟ ଟିମ୍

ସମ୍ୱଲପୁର: ସମ୍ୱଲପୁରରେ ପ୍ରସ୍ତାବିତ ଆଇଆଇଏମର ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗି କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଆସନ୍ତା ଗୁରୁବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବ। ଏହା ଉପରେ କେନ୍ଦ୍ରୀୟ ସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଟିମ୍ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀରୁ ଆସିଥିବା ଏହି କେନ୍ଦ୍ରୀୟ ଟିମ୍ ବୁର୍ଲାରେ ପହଞ୍ଚିବା ପରେ […]

iim

iim

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 11:06 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁରରେ ପ୍ରସ୍ତାବିତ ଆଇଆଇଏମର ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଲାଗି କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଆସନ୍ତା ଗୁରୁବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବ। ଏହା ଉପରେ କେନ୍ଦ୍ରୀୟ ସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଟିମ୍ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀରୁ ଆସିଥିବା ଏହି କେନ୍ଦ୍ରୀୟ ଟିମ୍ ବୁର୍ଲାରେ ପହଞ୍ଚିବା ପରେ ପ୍ରଥମେ ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ଯାଇ ସମ୍ୱଲପୁର୍ ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ପରିସର ବୁଲି ଦେଖିଥିଲେ। ଏଠାରେ ଥିବା ଶ୍ରେଣୀ ଗୃହ, ହଷ୍ଟେଲ ଅନ୍ୟ ଭିତ୍ତିଭୂମିର ତଦାରଖ କରିଥିଲେ। ପରେ କେନ୍ଦ୍ରୀୟ ଦଳ ଗୋଶାଳା ନିକଟ ବସନ୍ତପୁରର ପ୍ରସ୍ତାବିତ ସ୍ଥାୟୀ କ୍ୟାମ୍ପସ ଅଞ୍ଚଳ ଯାଇ ବୁଲି ଦେଖିଥିଲ॥ ପରେ ଟିମ୍ ରେଙ୍ଗାଲିସ୍ଥିତ ସରକାରୀ ପଲିଟେକନିକ ବିଲ୍ଡିଂ ବୁଲି ଦେଖିଥିଲେ। ଏଥିସହିତ ସେମାନେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି।

ପ୍ରତିନିଧି ଦଳରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ଡିରେକଟର ଅଫ୍ ମ୍ୟାନେଜମେଣ୍ଟ ଶୈଳେନ୍ଦ୍ର କୁମାର ଏବଂ ଆଇଆଇଏମ୍ ଇନ୍ଦୋରର ପ୍ରଫେସର ପବନ କୁମାର ସିଂଙ୍କ ସହ ଓଡ଼ିଶାର ସିପିଡବ୍ଲୁଡି ମୁଖ୍ୟଯନ୍ତ୍ରୀ ଉମେଶ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ୍ ସଚିବ ଅସିତ୍ ତ୍ରିପାଠୀ ରହିଛନ୍ତି । ଶୈଳେନ୍ଦ୍ର କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୁରୁବାର ସୁଦ୍ଧା ଗୃହ ସଚିବଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଓଡିଶା ଆଇଆଇଏମ ପାଇଁ ୧୪୦ଟି ସିଟ ଯୋଜନା ଥିଲା । ମାତ୍ର ଚଳିତବର୍ଷ ୭୮ଟି ପାଖାପାଖି ସିଟରେ ଆଡମିଶନ ଦିଆଯିବ । ପରିଦର୍ଶନ କରିଥିବା ସ୍ଥାନକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଇଆଇଏମ ନେଇ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରୁଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story