ଓଡ଼ିଆ ଛାତ୍ରଙ୍କ କମାଲ: ମହିଳାଙ୍କ ସୁରକ୍ଷା ପାଇଁ ତିଆରି କଲେ ନୂଆ ଆପ୍

ଭୁବନେଶ୍ୱର: ସୁରକ୍ଷା ପାଇଁ ନୂଆ ଡିଭାଇସ୍ ଓ ମୋବାଇଲ ଆପ୍ଲିକେସନ୍ ଆସିଛି। କେହି କୌଣସି ସମସ୍ୟାରେ ପଡିଥିଲେ ଏହି ଡିଭାଇସ ମାଧ୍ୟମରେ ବଟନ୍ ଚିପିବା ମାତ୍ରେ ମେସେଜ୍ ପହଞ୍ଚିଯିବ ପରିବାର ଲୋକ ଓ ପୋଲିସ ପାଖରେ। ଏମିତି ଏକ ଡିଭାଇସ ଓ ଆପ୍ ନୋଟିଫିକା ତିଆରି କରିଛନ୍ତି ଆମେରିକାରେ ରହୁଥିବା ୧୬ ବର୍ଷର ଓଡ଼ିଆ ଛାତ୍ର  ଆଦିତ୍ୟ। ଖାସ୍ କରି ମହିଳାମାନେ ଏହି ଡିଭାଇସ୍ ବେଶ୍ ସହାୟକ ହୋଇପାରିବ। ଆମେରିକାର କାର୍ଲିଫର୍ଣ୍ଣିଆରେ ଇଲେଭେନଥ କ୍ଲାସରେ ପଢୁଥିବା ଆଦିତ୍ୟ […]

aap1

aap1

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 03:42 PM IST

Sports

Latest News

aapଭୁବନେଶ୍ୱର: ସୁରକ୍ଷା ପାଇଁ ନୂଆ ଡିଭାଇସ୍ ଓ ମୋବାଇଲ ଆପ୍ଲିକେସନ୍ ଆସିଛି। କେହି କୌଣସି ସମସ୍ୟାରେ ପଡିଥିଲେ ଏହି ଡିଭାଇସ ମାଧ୍ୟମରେ ବଟନ୍ ଚିପିବା ମାତ୍ରେ ମେସେଜ୍ ପହଞ୍ଚିଯିବ ପରିବାର ଲୋକ ଓ ପୋଲିସ ପାଖରେ। ଏମିତି ଏକ ଡିଭାଇସ ଓ ଆପ୍ ନୋଟିଫିକା ତିଆରି କରିଛନ୍ତି ଆମେରିକାରେ ରହୁଥିବା ୧୬ ବର୍ଷର ଓଡ଼ିଆ ଛାତ୍ର  ଆଦିତ୍ୟ। ଖାସ୍ କରି ମହିଳାମାନେ ଏହି ଡିଭାଇସ୍ ବେଶ୍ ସହାୟକ ହୋଇପାରିବ।aap1

ଆମେରିକାର କାର୍ଲିଫର୍ଣ୍ଣିଆରେ ଇଲେଭେନଥ କ୍ଲାସରେ ପଢୁଥିବା ଆଦିତ୍ୟ ତିଆରି କରିଛନ୍ତି ଏହି ଡିଭାଇସ୍। ପ୍ରଥମେ ଆପକୁ ମୋବାଇଲରେ ଇନଷ୍ଟଲ କରିବାକୁ ପଡିବ। ଆପରେ ତୁରନ୍ତ ଯାହାକୁ ଆପଣ ମେସେଜ୍ ଦେବାକୁ ଚାହୁଁଛନ୍ତି ତାଙ୍କ ନମ୍ୱର ରହିବ। ଆବଶ୍ୟକ ବେଳେ ଡିଭାଇସର ବଟନ୍ ପ୍ରେସ କଲେ ମେସେଜ୍ ଯାଇ ପହଞ୍ଚିବ ସେହି ବ୍ୟକ୍ତିଙ୍କ ପାଖରେ। ଏହାସହ ଲୋକେସନ ମଧ୍ୟ ଜାଣି ହେବ ବୋଲି ଆଦିତ୍ୟ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ସେ ଏଭଳି ଏକ ଡିଭାଇସ ତିଆରି ପାଇଁ ପ୍ଲାନ କରିଥିଲେ ବୋଲି ଆଦିତ୍ୟ କହିଛନ୍ତି। ଆସନ୍ତାବର୍ଷ ନୋଟିଫିକା ଲଞ୍ଚ କରିବାର ଯୋଜନା ରଖିଛନ୍ତି ଆଦିତ୍ୟ। ଏହାର ମୂଲ୍ୟ ବି ବେଶ୍ କମ ରହିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story