ଆସନ୍ତାକାଲିଠାରୁ ରବି ଧାନ ସଂଗ୍ରହ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରବି ଧାନ ସଂଗ୍ରହ। ମେ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧୯ଟି ଜିଲ୍ଲାରୁ ଧାନ ସଂଗ୍ରହ କରାଯିବା ଏନେଇ ଗତ ୨୫ ତାରିଖରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଏକର ପିଛା ୨୬ କ୍ୱିଣ୍ଟାଲ ଏବଂ ବାକି ୧୬ଟି ଜିଲ୍ଲାରୁ ଏକର ପିଛା ୨୪ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ […]

paddy croft

paddy croft

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 08:38 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରବି ଧାନ ସଂଗ୍ରହ। ମେ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧୯ଟି ଜିଲ୍ଲାରୁ ଧାନ ସଂଗ୍ରହ କରାଯିବା ଏନେଇ ଗତ ୨୫ ତାରିଖରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।

ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଏକର ପିଛା ୨୬ କ୍ୱିଣ୍ଟାଲ ଏବଂ ବାକି ୧୬ଟି ଜିଲ୍ଲାରୁ ଏକର ପିଛା ୨୪ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ରାଜ୍ୟ ଧାନସଂଗ୍ରହରେ ରେକର୍ଡ ଟାର୍ଗେଟ୍ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story