ଖୋଲିବ ଅତିରିକ୍ତ ଡ୍ରାଇଭିଂ ଲାଇସେନ୍ସ କେନ୍ଦ୍ର, ଛୁଟି ଦିନରେ ଖୋଲା ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ। ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ […]

traffice-check-up

traffice-check-up

Manoranjan Sial
  • Published: Friday, 13 September 2019
  • Updated: 13 September 2019, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ।

ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ ମଧ୍ୟ ଲୋକଙ୍କ ଭିଡ଼କୁ ଦେଖି ନିଷ୍ପତ୍ତି ହେବ ବୋଲି କହିଛନ୍ତି ପରିବହନ ସଚିବ। ଏଥିସହ ସମସ୍ତ ଛୁଟିଦିନ ମାନଙ୍କରେ ମଧ୍ୟ ଆଟିଓ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ।

ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସେ ଚିଠି ଲେଖିଛନ୍ତି ଲର୍ଣ୍ଣିଙ୍ଗ ଲାଇସେନ୍ସ ଟେଷ୍ଟ ପାଇଁ ଅଧିକ କମ୍ପ୍ୟୁଟର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ଧରପଗଡ଼ ଜୋରଦାର ହୋଇଛି। ମୋଟା ଅଙ୍କର ଜୋରିମାନା ଭୟରେ ଲୋକେ ଗାଡ଼ି ଧରି ଘରୁ ବାହାରୁ ନାହାନ୍ତି। ଏନେଇ ବିଭିନ୍ନ ମହଲରେ ସମାଲୋଚନାରେ ଶିକାର ହେବା ପରେ ରାଜ୍ୟ ସରକାର ନିୟମରେ ୩ ମାସ କୋହଳ କରିଛନ୍ତି। ୩ ମାସ ଭିତରେ ଗାଡ଼ିର ସମସ୍ତ କାଗଜପତ୍ର କରିନେବାକୁ ପରାମର୍ଶ ଦିଆଯାଇଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧାରେ ଅତିରିକ୍ତ ୫ଟି ଲାଇସେନ୍ସ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଚେତନତା କରୁଛନ୍ତି କିନ୍ନର

ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇଲେ କିନ୍ନର। ରାଜଧାନୀର ଏଜି ଛକରେ ଆଜି ବାଇକ ଓ କାର ଚାଳକମାନଙ୍କୁ ହେଲମେଟ୍‌ ଏବଂ ସିଟ୍ ବେଲ୍‌ଟ ବ୍ୟବହାର ସହ ଅନ୍ୟ ଟ୍ରାଫିକ ନିୟମ ସମ୍ପର୍କରେ କିନ୍ନରମାନେ ସଚେତନ କରାଇଛନ୍ତି। ହାତରେ ପ୍ଲାକାର୍ଡ ଧରି ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ଏହାସହ ଯେଉଁମାନେ ସିଟ୍ ବେଲ୍‌ଟ କିମ୍ବା ହେଲମେଟ୍ ଠିକ୍ ଢଙ୍ଗରେ ପିନ୍ଧିନଥିଲେ ସେମାନଙ୍କୁ ମଧ୍ୟ ଠିକ୍ ଭାବେ ପିନ୍ଧାଇ ନିୟମ ସମ୍ପର୍କରେ ଅବଗତ କରାଇଥିଲେ। ନୂଆ ଟ୍ରାଫିକ ନିୟମ କାର୍ଯ୍ୟକାରୀ ହେବା ପରେ ଏବେ ମଧ୍ୟ କିଛି ଲୋକ ନିୟମକୁ ସମ୍ମାନ ଦେଉନଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ କିନ୍ନରମାନଙ୍କ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story