ଚିଲିକା ଉପକୂଳରେ ଲାଗିଥିବା ଜାହାଜ ମାଲିକଙ୍କ ପତ୍ତା ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରର ଚିଲିକା ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ୱା’ର ମାଲିକଙ୍କ ପତ୍ତା ମିଳିଲା। ମାଲେସିଆ ନାଗରିକ ଏହି ମାଲିକ ଜଣଙ୍କ ଦୁଇଦିନ ତଳେ ପୁରୀ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜରୁ ତେଲ ବାହାର କରିବା ପାଇଁ ଅନୁମତି ଦିଆଯାଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ତେଲ କାଢ଼ିବା ସମୟରେ ଏହା ଯେଭଳି ଚିଲିକା କିମ୍ବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ […]

LARGE-VESSEL-STUCK-NEAR-CHILIKA-DUE-TO-STORM-AND-ENGINE-FAILURE

Manoranjan Sial
  • Published: Monday, 26 August 2019
  • Updated: 26 August 2019, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରର ଚିଲିକା ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ୱା’ର ମାଲିକଙ୍କ ପତ୍ତା ମିଳିଲା। ମାଲେସିଆ ନାଗରିକ ଏହି ମାଲିକ ଜଣଙ୍କ ଦୁଇଦିନ ତଳେ ପୁରୀ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜରୁ ତେଲ ବାହାର କରିବା ପାଇଁ ଅନୁମତି ଦିଆଯାଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ତେଲ କାଢ଼ିବା ସମୟରେ ଏହା ଯେଭଳି ଚିଲିକା କିମ୍ବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ ଜାହାଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ପଣ୍ୟବାହୀ ଜାହାଜ ଜିନ ୱା ବାଂଲାଦେଶରୁ ଫେରିବା ବେଳେ ସମୁଦ୍ରର ପ୍ରତିକୂଳ ପରିସ୍ଥିତିରେ ଭୁଲ ବଶତଃ ଓଡ଼ିଶା ଉପକୂଳକୁ ଚାଲିଆସିଥିଲା। ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ନେଇ ତଟରକ୍ଷୀ ବାହିନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲା। ଏବେ ଜାହାଜ କର୍ତ୍ତୃପକ୍ଷ ପହଞ୍ଚିଥିବାରୁ କିଭଳି ଭାବେ ଓ କେତେ ଶୀଘ୍ର ଏଥିରୁ ତେଲ କଢ଼ାଯାଇ ଉଭୟ ଜାହାଜ ଓ ପରିବେଶକୁ ସୁରକ୍ଷିତ କରାଯାଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story