ଓଲଟି ପଡ଼ିଲା ତେଲ ଚୋରି କରି ଆସିଥିବା ଟ୍ୟାଙ୍କର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଳଦୀପଦା ନିକଟରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ଘଟଣାସ୍ଥଳରୁ ଟ୍ୟାଙ୍କର ଡ୍ରାଇଭର ଓ ଖଲାସି ଖସି ପଳାଇଥିବା ଜଣାପଡିଛି। ଟ୍ୟାଙ୍କରରେ ପଶ୍ଚିମବଂଗକୁ ତେଲ ଚୋରା ଚାଲାଣ ହେଉଥିବା ଜଣାପଡିଛି।  ଇଣ୍ଡିଆନ ଅଏଲ କମ୍ପାନୀର ମାଟି ତଳେ ଯାଇଥିବା ତେଲ ପାଇପ୍‌ କାଟି ତେଲ ଚୋରି କରିବା ପରେ ଏହାକୁ  ଟ୍ୟାଙ୍କରରେ ଭରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। କଟା ଯାଇଥିବା ପାଇପ୍‌କୁ ମରାମତି […]

accident

accident

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 02:27 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଳଦୀପଦା ନିକଟରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ଘଟଣାସ୍ଥଳରୁ ଟ୍ୟାଙ୍କର ଡ୍ରାଇଭର ଓ ଖଲାସି ଖସି ପଳାଇଥିବା ଜଣାପଡିଛି। ଟ୍ୟାଙ୍କରରେ ପଶ୍ଚିମବଂଗକୁ ତେଲ ଚୋରା ଚାଲାଣ ହେଉଥିବା ଜଣାପଡିଛି।  ଇଣ୍ଡିଆନ ଅଏଲ କମ୍ପାନୀର ମାଟି ତଳେ ଯାଇଥିବା ତେଲ ପାଇପ୍‌ କାଟି ତେଲ ଚୋରି କରିବା ପରେ ଏହାକୁ  ଟ୍ୟାଙ୍କରରେ ଭରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। କଟା ଯାଇଥିବା ପାଇପ୍‌କୁ ମରାମତି କରିବାକୁ କମ୍ପାନୀ ତରଫରୁ କାମ ଆରମ୍ଭ ହୋଇଛି। ଚୋରମାନଙ୍କୁ ଧରିବାକୁ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।

ଏଭଳି ବିଭିନ୍ନ ସମୟରେ ପଶ୍ଚିମବଙ୍ଗର ତେଲ ମାଫିଆମାନେ ମାଟି ତଳେ ଯାଇଥିବା ତେଲ ପାଇପ୍‌କୁ କାଟି ତେଲ ଚୋରି କରି ନେଉଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story