ଓଜେଇଇରେ ୩ଟି କୋର୍ସରେ ଟପ୍ପର ହରିପ୍ରିୟାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ଓଜେଇଇରେ ୩ଟି କୋର୍ସରେ ଟପ୍ପର ହୋଇଥିବା ହରିପ୍ରିୟା ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ହରିପ୍ରିୟାଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଏକ ଲ୍ୟାପ୍‌ଟପ୍‌ ପ୍ରଦାନ କରିଛନ୍ତି। ହରିପ୍ରିୟାଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚଳିତବର୍ଷ ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଓ ଫର୍ମାସୀ ଏଣ୍ଟ୍ରାନ୍ସରେ ହରିପ୍ରିୟା ଟପ୍ପର ହୋଇଛନ୍ତି।

harapriya

harapriya

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 04:57 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ଓଜେଇଇରେ ୩ଟି କୋର୍ସରେ ଟପ୍ପର ହୋଇଥିବା ହରିପ୍ରିୟା ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ହରିପ୍ରିୟାଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଏକ ଲ୍ୟାପ୍‌ଟପ୍‌ ପ୍ରଦାନ କରିଛନ୍ତି।

ହରିପ୍ରିୟାଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଚଳିତବର୍ଷ ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଓ ଫର୍ମାସୀ ଏଣ୍ଟ୍ରାନ୍ସରେ ହରିପ୍ରିୟା ଟପ୍ପର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story