ଓଜେଇଇରେ ୩ଟି କୋର୍ସରେ ଟପ୍ପର ହରିପ୍ରିୟାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ଓଜେଇଇରେ ୩ଟି କୋର୍ସରେ ଟପ୍ପର ହୋଇଥିବା ହରିପ୍ରିୟା ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ହରିପ୍ରିୟାଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଏକ ଲ୍ୟାପ୍‌ଟପ୍‌ ପ୍ରଦାନ କରିଛନ୍ତି।

ହରିପ୍ରିୟାଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଚଳିତବର୍ଷ ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଓ ଫର୍ମାସୀ ଏଣ୍ଟ୍ରାନ୍ସରେ ହରିପ୍ରିୟା ଟପ୍ପର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

ମହିଳାଙ୍କୁ ଦୁଷ୍ମର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ ଚାପ ପକାଉଛି : ବିଜେପି

ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ଚମକିବେ ଓଡ଼ିଆ ଝିଅ ପ୍ରାଞ୍ଜଲ

୩ ଆଇଏଏସଙ୍କୁ ‘କୋଭିଡ୍ ’ ଦାୟିତ୍ୱ

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ: ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’