ଭତ୍ତା ପାଇଁ ଧାରଣାରେ ବସିଲେ ବୃଦ୍ଧ ଓ ବୃଦ୍ଧା

ଛତ୍ରପୁର (ଓଡ଼ିଶା ରିପୋର୍ଟର): ଭତ୍ତା ପାଇଁ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ବୃଦ୍ଧ ଓ ବୃଦ୍ଧା। ଧାରଣା ଦେବା ବେଳେ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତରେ ଘଟିଛି। ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତ ଦେଉଳପଲ୍ଲୀ ଓ କରଞ୍ଜରା ଗାଁ ବହୁ ବୃଦ୍ଧା ଓ ବୃଦ୍ଧ ଆଜି ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ବିଗତ ୮ବର୍ଷ ହେବ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଛନ୍ତି […]

old-men-and-women-sit-on-a-dharna-demanding-old-age-pension

Manoranjan Sial
  • Published: Friday, 16 August 2019
  • Updated: 16 August 2019, 04:47 PM IST

Sports

Latest News

ଛତ୍ରପୁର (ଓଡ଼ିଶା ରିପୋର୍ଟର): ଭତ୍ତା ପାଇଁ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ବୃଦ୍ଧ ଓ ବୃଦ୍ଧା। ଧାରଣା ଦେବା ବେଳେ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତରେ ଘଟିଛି।

ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତ ଦେଉଳପଲ୍ଲୀ ଓ କରଞ୍ଜରା ଗାଁ ବହୁ ବୃଦ୍ଧା ଓ ବୃଦ୍ଧ ଆଜି ବ୍ଲକ ଆଗରେ ଧାରଣାରେ ବସିଛନ୍ତି। ବିଗତ ୮ବର୍ଷ ହେବ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଛନ୍ତି କିନ୍ତୁ ସେମାନଙ୍କ ଆବେଦନ ଗୁଡ଼ିକୁ ଗ୍ରହଣ କରାଯାଇ ଥିଲେ ସୁଦ୍ଧା କୌଣସି ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନାହିଁ। ଦାନପୁର ପଞ୍ଚାୟତ ଦେଉଳପଲ୍ଲୀ ଓ କରଞ୍ଜରା ଗାଁର ବୃଦ୍ଧା ଏବଂ ବୃଦ୍ଧଙ୍କୁ ବାର୍ଦ୍ଧାକ୍ୟ ଭତ୍ତା ମିଳୁନି। ବାରମ୍ୱାର ଅବେଦନ କଲେ ମଧ୍ୟ ସରପଞ୍ଚ ବା ପଞ୍ଚାୟତ ନିର୍ବାହୀ ଅଧିକାରୀ କେହି ଶୁଣୁନାହାନ୍ତି। ଯାହାର ପ୍ରତିବାଦରେ ଆଜି ବୃଦ୍ଧ ଓ ବୃଦ୍ଧାମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ସମୟରେ ରଘୁ ବେହେରା ନାମକ ଜଣେ ବୃଦ୍ଧ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ବିଡିଓ ବଟକୃଷ୍ଣ ଜେନାଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିବେ ନାହିଁ ବୋଲି କହିଥିଲେ।

ସରପଞ୍ଚ ମନୋଜ କୁମାର ପ୍ରଧାନ କହିଛନ୍ତି-“ଦିବ୍ୟାଙ୍ଗ, ବିଧବାଙ୍କ ପରେ ବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ଦେବା ପାଇଁ କୁହାଯାଇଛି। ସେହି ଅନୁସାରେ ଆସୁଥିବା ଟାର୍ଗେଟ ଅନୁସାରେ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ଏପରି ସ୍ଥଳେ ବୟସ୍କ ବ୍ୟକ୍ତିମାନେ ଅଭିଯୋଗ କଲେ ଆମେ କଣ କରିବୁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story