ଓଡ଼ିଶାକୁ ଆସିଲା ଓମିସିୟୋର କିଟ୍, ସହଜରେ ଧରା ପଡ଼ିବ ଓମିକ୍ରନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏଣିକି ରାଜ୍ୟରେ ସହଜରେ ଚିହ୍ନଟ ହୋଇପାରିବ ଓମିକ୍ରନ ଭାରିଆଣ୍ଟ। ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଁଚିଲା ୩୦ ହଜାର ଓମିସିୟୋର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏହା ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି । ଏହାକୁ ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ ଓମିସିୟୋର କିଟ୍ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ […]

omisure-kit

omisure-kit

Niharika Rout
  • Published: Wednesday, 19 January 2022
  • Updated: 19 January 2022, 12:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏଣିକି ରାଜ୍ୟରେ ସହଜରେ ଚିହ୍ନଟ ହୋଇପାରିବ ଓମିକ୍ରନ ଭାରିଆଣ୍ଟ। ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଁଚିଲା ୩୦ ହଜାର ଓମିସିୟୋର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏହା ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି । ଏହାକୁ ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ ଓମିସିୟୋର କିଟ୍ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ମୁଖ୍ୟତଃ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ  ପଜିଟିଭ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ୪ ସହରକୁ ଏହି କିଟ୍‌ ପହଞ୍ଚା ଯିବ ।  ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ଏଥସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ ।  ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ା ଯାଇପାରିବି ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି ।  କିଛି କିଛି ଜିଲ୍ଲାରେ ଆର ଭ୍ୟାଲୁ ଅଧିକ ରହିଛି । ସବୁଠି ଅଧିକ ନାହିଁ। ତେଣୁ ଲକ୍‌ଡାଉନ୍‌, ଶଟଡାଉନ୍‌ର ଆବଶ୍ୟକତା ନାହିଁ।  ସାମାନ୍ୟତମ ଲକ୍ଷଣ ଦେଖାଦେଲେ ବି ଟେଷ୍ଟ କରିବାକୁ ପରାମର୍ଶ ଦେଉଛୁ। ଏହାଦ୍ୱାରା ତୁରନ୍ତ ଚିକିତ୍ସା ଆରମ୍ଭ ହେବା ସହ ସଂକ୍ରମଣକୁ ରୋକି ହେବ ।

ଅପରପକ୍ଷେ, ରାଜ୍ୟରେ କରୋନା ସ୍ଥିତି ନେଇ  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,  କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର ଭାଲ୍ୟୁ  ଅଧିକ ରହିବ। ଭୟଭୀତ ହୁଅନ୍ତୁନି, ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । ଆର ଭାଲ୍ୟୁ ସହ ହସ୍ପିଟାଲାଇଜେସନ କେସ୍‌, ଭେଣ୍ଟିଲେଟର, ଅକ୍ସିଜେନ ବ୍ୟବହାର ରେଟ୍‌ କେତେ ଅଛି, ତାହାକୁ ବି ଦେଖିବାକୁ ପଡ଼ିବ । ତେଣୁ କେବଳ ଆର ଭାଲ୍ୟୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮ ଓ ଗଞ୍ଜାମରୁ ୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ରାଜ୍ୟରେ ୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story