ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି କରା ନଯାଉ: ଓମସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରମାନଙ୍କ ବୟସ ସୀମାକୁ ୬୨ବର୍ଷରୁ ୬୫ବର୍ଷ ବୟସକୁ ବୃଦ୍ଧି ନକରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା) ଦାବି କରିଛି। ଏହାସହିତ ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଓମସାର ପ୍ରତିନିଧି ଦଳ ୨୭ଟି ପ୍ରମୁଖ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓମସା ରାଜ୍ୟ ସଭାପତି ଡାକ୍ତର ନିରାକର ଭଟ୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର […]

OMSA-DELEGATES-MEET-HEALTH-MINISTER-WITH-THEIR-27-POINT-DEMANDS

Manoranjan Sial
  • Published: Tuesday, 09 July 2019
  • Updated: 09 July 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରମାନଙ୍କ ବୟସ ସୀମାକୁ ୬୨ବର୍ଷରୁ ୬୫ବର୍ଷ ବୟସକୁ ବୃଦ୍ଧି ନକରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା) ଦାବି କରିଛି। ଏହାସହିତ ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଓମସାର ପ୍ରତିନିଧି ଦଳ ୨୭ଟି ପ୍ରମୁଖ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଓମସା ରାଜ୍ୟ ସଭାପତି ଡାକ୍ତର ନିରାକର ଭଟ୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍ୟ କର୍ମଚାରୀଙ୍କ ଅବସର ବୟସସୀମା ତୁଳନାରେ ଡାକ୍ତରଙ୍କ ଅବସର ବୟସ ୨ବର୍ଷ ବୃଦ୍ଧି କରିଥିଲେ। କିନ୍ତୁ ଏହି ଅବସର ବୟସସୀମାକୁ ଆଉ ଅଧିକ ବୃଦ୍ଧି କରାନଯିବା ଉଚିତ୍। ଚାକିରି ଆରମ୍ଭ କାଳରୁ ଡାକ୍ତରମାନେ ମାତ୍ରାଧିକ କାର୍ଯ୍ୟଚାପରେ ରହି ଆସୁଛନ୍ତି। ସେହିପରି ଡାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ ସୁରକ୍ଷା ବିଲକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ପ୍ରତ୍ୟେକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି।

ସେହିପରି, ଡାକ୍ତରମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମସ୍ତଙ୍କ ନିମନ୍ତେ ଲାଗୁ କରିବାକୁ ଓମସା କହିଛି। ଡିଏସିପି ପ୍ରଦାନ କରିବା, ଅସ୍ଥାୟୀ ଡାକ୍ତରଙ୍କ ଚାକିରି ନିୟମିତ କରାଯିବା, ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାଡର ରିଷ୍ଟ୍ରକଚରିଂ କରାଯିବା ସହ ନୂତନ ଡାକ୍ତର ନିଯୁକ୍ତି, ଡେଣ୍ଟାଲ ଡାକ୍ତରଙ୍କ କ୍ଷେତ୍ରରେ ମଧ୍ୟ କ୍ୟାଡର ରିଷ୍ଟ୍ରକଚରିଂ, ଡାକ୍ତରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ, ନିର୍ଦ୍ଦିଷ୍ଟ ଜବଚାର୍ଟ ଆଦି ଦାବି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତି ପ୍ରଣୟନ ସହ ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆଇସିୟୁ ସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିବାକୁ ଓମସା ଅନୁରୋଧ କରିଛି। ବ୍ୟାପକ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଓମସା ସଭାପତି ଡାକ୍ତର ଭଟ୍ଟ କହିଛନ୍ତି।

ଏହି ଅବସରରେ ଓମସା ରାଜ୍ୟ ସମ୍ପାଦକ ଡାକ୍ତର ପୂଣ୍ୟଶ୍ଳୋକ ଦାସ, କୋଷାଧ୍ୟକ୍ଷ ଡାକ୍ତର ଲଲାଟେନ୍ଦୁ ନାୟକ, ଉପସଭାପତି ଡାକ୍ତର ପବିତ୍ରମୋହନ ମଲ୍ଲିକ, ଡାକ୍ତର ଜ୍ୟୋତିର୍ମୟ ନାୟକ, ଡାକ୍ତର ଅଶୋକ କୁମାର କର, ଡାକ୍ତର ଶୁଭକାନ୍ତ ଦାସ, ଡାକ୍ତର ପ୍ରଦ୍ୟୁମ୍ନ କର, ଡାକ୍ତର ଜୟକାନ୍ତ ବଳିୟାରସିଂ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ବ୍ରଜକିଶୋର ବ୍ରହ୍ମା, ଶରତଚନ୍ଦ୍ର ମହାପାତ୍ର, ଶୁଭାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story