ପାଣ୍ଡିଆନଙ୍କ ପାଖରେ ଅଭିଯୋଗ ଆଣିଲେ ମହିଳା: କହିଲେ-ମୁଁ ନେହୁରା ହେଉଥିଲି, ଡାକ୍ତର ମୋବାଇଲରେ ଖେଳୁଥିଲେ

ରାଉରକେଲା (ଓଡ଼ିଶା ରିପୋର୍ଟର):ହସ୍ପିଟାଲରେ କିପରି ହେଉଛି ରୋଗୀ ସେବା ? ରୋଗୀଙ୍କୁ କିପରି କରାଯାଉଛି ବ୍ୟବହାର ? ରାଜ୍ୟ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲିଛନ୍ତି ରାଉରକେଲାର ଟିନା ମୁଖୀ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡ଼ି ସମ୍ମୁଖକୁ ଆସି ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିନା ଓ ତାଙ୍କ ପରିବାର । ସେକ୍ଟର ୨୦ରେ ରହୁଥିବା ଟିନା ମୁଖୀ ଗତକାଲି ତାଙ୍କ ଅସୁସ୍ଥ ଶିଶୁ ପୁତ୍ରକୁ ନେଇ ହସ୍ପିଟାଲ୍ ଯାଇଥିଲେ। ଡାକ୍ତରଙ୍କୁ ଚିକିତ୍ସା […]

459

459

Tapas Behera
  • Published: Sunday, 13 October 2019
  • Updated: 13 October 2019, 04:12 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର):ହସ୍ପିଟାଲରେ କିପରି ହେଉଛି ରୋଗୀ ସେବା ? ରୋଗୀଙ୍କୁ କିପରି କରାଯାଉଛି ବ୍ୟବହାର ? ରାଜ୍ୟ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲିଛନ୍ତି ରାଉରକେଲାର ଟିନା ମୁଖୀ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡ଼ି ସମ୍ମୁଖକୁ ଆସି ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିନା ଓ ତାଙ୍କ ପରିବାର । ସେକ୍ଟର ୨୦ରେ ରହୁଥିବା ଟିନା ମୁଖୀ ଗତକାଲି ତାଙ୍କ ଅସୁସ୍ଥ ଶିଶୁ ପୁତ୍ରକୁ ନେଇ ହସ୍ପିଟାଲ୍ ଯାଇଥିଲେ।

ଡାକ୍ତରଙ୍କୁ ଚିକିତ୍ସା ପାଇଁନେହୁରା ହୋଇଥିଲେ । ହେଲେ ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ମୋବାଇଲରେ ଖେଳୁଥିଲେ। ବାରମ୍ବାର କହିବା ପରେ ଯାଇ ଡାକ୍ତର ଶିଶୁ ପୁତ୍ରର ଚିକିତ୍ସା କରିଥିବା ସେ ଅଭିଯୋଗ କରିଛନ୍ତି।

୫ଟି ସଚିବ ଭିକେ ପାଣ୍ଡିଆନ ରାଉରକେଲା ସରକାରୀ ହସ୍ପିଟାଲ ଗସ୍ତ ସମୟରେ ସମ୍ପୃକ୍ତ ମହିଳା ଆସି ଏମିତି ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ପଣ୍ଡିଆନଙ୍କୁ ଦେଖା କରିବାକୁ ଚାହିଁଥିଲେ । ମାତ୍ର ଅନୁମତି ନମିଳିବାରୁ ପଣ୍ଡିଆନ ହସ୍ପିଟାଲରୁ ବାହାରି ଗାଡ଼ିରେ ବସିବା ବେଳେ ମହିଳା ଜଣକ  ଚାଲିଆସି ଅଭିଯୋଗ କରିଥିଲେ। ସଂଗେ ସଂଗେ 5T ସଚିବ ପଣ୍ଡିଆନ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ ।

ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, କେବଳ ଟିନାଙ୍କ ସହ ନା ଅନ୍ୟ ରୋଗୀଙ୍କ ସହ ଏପରି ବ୍ୟବହାର ହସ୍ପିଟାଲରେ ହେଉଛି ?ଏପରି ଘଟଣାର ତଦନ୍ତ କରିବାକୁ କେହି ନାହାନ୍ତି କି ? ଯାହା ଫଳ ସୂରପ ମହିଳା ଜଣକଙ୍କୁ ଆଜି ୫ଟି ସଚିବଙ୍କ ସମ୍ମୁଖକୁ ଯାଇ ଅଭିଯୋଗ କରିବାକୁ  ପଡ଼ିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story